Home ଓଡ଼ିଶା ହାଡ଼ ଯୋଡିବା ରେ ସାହାଯ୍ୟ କରେ ଏହି ଖୋଳ

ହାଡ଼ ଯୋଡିବା ରେ ସାହାଯ୍ୟ କରେ ଏହି ଖୋଳ

901

ଭୁବନେଶ୍ଵର,୦୯/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):କେବଳ ଅଣ୍ଡା ନୁହେଁ ବରଂ ତାର ଖୋଳରେ ମଧ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ରହିଛି। ଅଣ୍ଡା ଖୋଳରେ କ୍ୟାଲସିୟମ କାର୍ବୋନେଟ୍ ରହିଥାଏ। ଯାହାକୁ କ୍ଷତ ହୋଇଥିବା ହାଡକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଆଜ୍ଞା ହଁ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି କଥା ସମ୍ପୂର୍ଣ୍ଣ ସତ୍ୟ।

ୟୁନିଭରସିଟି ଅଫ ମୈସଚୁସେଟସ୍ ରେ ଏକ ଅଧ୍ୟୟନରୁ ଏହି କଥା ସାମ୍ନାକୁ ଆସିଛି କି ଅଣ୍ଡାର ଖୋଳକୁ ଗୁଣ୍ଡ କରି କ୍ଷତିଗ୍ରସ୍ତ ହୋଇଥିବା ହାଡକୁ ଠିକ କରିବାରେ ବ୍ୟବହାର କରାଯାଏ। ଅନୁସନ୍ଧାନକର୍ତ୍ତାମାନେ ଏହି ଅନୁସନ୍ଧାନକୁ ପରୀକ୍ଷା କରିବା ପାଇଁ ଅଣ୍ଡା ଖୋଳକୁ ଗୁଣ୍ଡ ସେହି ଗୁଣ୍ଡକୁ ଏକ ହାଇଡ୍ରୋଜଲ ମିକ୍ସଚରରେ ପକାଇଥିଲେ, ଯାହାଦ୍ବାରା ତାହାର ଏକ ଫେମ ପ୍ରସ୍ତୁତ ହେବା ସହ ଅସ୍ଥି କୋଷିକା ମାଧ୍ୟମରେ ନୂଆ ହାଡ ରୋପଣ କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.