Home ଓଡ଼ିଶା ସେପ୍ଟେମ୍ବର ୨୮ ରେ ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ସେପ୍ଟେମ୍ବର ୨୮ ରେ ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

135

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅନ୍ତରାଜ୍ୟ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଆଜି ହେବାର ଥିଲା । ମାତ୍ର ଆଜି ପରିବର୍ତ୍ତେ ଏହା ସେପ୍ଟେମ୍ବର ୨୮ରେ ହେବ ବୋଲି ସୂଚନା ମିଳିଛି ।

ତେବେ ଆଜି ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲରେ ଶୁଣାଣି ଥିଲା । ହେଲେ ବର୍ଷା ଜାରି ରହିଥିବାରୁ ସ୍ପଷ୍ଟଭିଜିଟ ହୋଇପାରୁ ନଥିବା ଉଭୟ ରାଜ୍ୟ କହିଛନ୍ତି ।

ତେଣୁ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮କୁ ଘୁଞ୍ଚିଛି । ପକ୍ଷଭୁକ୍ତ ରାଜ୍ୟକୁ ସମାନ ଜଳ ମିଳିବା ଛତିଶଗଡ଼ ଦାବି କରିଥିଲା । ଦାବି ଓ ଅଭିଯୋଗ ପରେ ଉତ୍ତର ରଖିବାକୁ ଓଡ଼ିଶାକୁ ନିର୍ଦ୍ଦେଶ ହୋଇଛି । ଏନେଇ ସେପ୍ଟେମ୍ବର ୨୮ମଧ୍ୟରେ ଉତ୍ତର ରଖିବାକୁ ଓଡ଼ିଶାକୁ ନିର୍ଦ୍ଦେଶ    ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.