Home ଓଡ଼ିଶା ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାରେ ଇସ୍ରୋର ଆଶା ମଉଳିଲା

ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାରେ ଇସ୍ରୋର ଆଶା ମଉଳିଲା

1358

ନୂଆଦିଲ୍ଲୀ,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ଅନ୍ତରୀକ୍ଷ ସଂଙ୍ଗଠନ (ଇସ୍ରୋ) ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା ଚାଲିଥିଲେ ମଧ୍ୟ ସମ୍ପର୍କ ହୋଇପାରୁ ନାହିଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଅର୍ବିଟର LRO ଲ୍ୟାଣ୍ଡର ବିକ୍ରମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଠାବ କରିପାରିନାହିଁ। ଲ୍ୟାଣ୍ଡର ବିକ୍ରମର ଅବତରଣ ସ୍ଥାନ ଦେଇ ନାସାର ଅର୍ବିଟର ଅତିକ୍ରମ କରିଥିବାବେଳେ ଏହାର ଠାବ କରଯାଇପାରି ନାହିଁ । ଗତ ସେପ୍ଟେମ୍ବର ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.