Home Coronavirus Outbreak ରାଜ୍ୟରେ ଆଜି ୮,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୬ ଜୀବନ

ରାଜ୍ୟରେ ଆଜି ୮,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ, କରୋନା ନେଲା ୬ ଜୀବନ

58

ଭୁବନେଶ୍ୱର ୨୩ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ପୁଣି ୮,୫୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଜି କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୫୨୦ କୁ ବୃଜ୍ଝି ପାଇଛି।

ନୂଆ ଆକ୍ରାନ୍ତ: ୮୫୨୦
୦-୧୮ ବର୍ଷର : ୯୩୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୯୪୧
– ସ୍ଥାନୀୟ ଅଞ୍ଚଳରୁ୩୫୭୯
୧- ଅନୁଗୁଳ ଜିଲ୍ଲାରୁ – ୧୪୨
୨- ବାଲେଶ୍ୱର ଜିଲ୍ଲାରୁ – ୩୪୬
୩- ବରଗଡ଼ ଜିଲ୍ଲାରୁ – ୧୪୧
୪- ଭଦ୍ରକ ଜିଲ୍ଲାରୁ – ୧୧୨
୫- ବଲାଙ୍ଗୀର ଜିଲ୍ଲାରୁ – ୨୧୭
୬- ବୌଦ୍ଦ ଜିଲ୍ଲାରୁ – ୮୬
୭- କଟକ ଜିଲ୍ଲାରୁ – ୭୮୯
୮- ଦେବଗଡ଼ ଜିଲ୍ଲାରୁ – ୭୫
୯- ଢେଙ୍କାନାଳ ଜିଲ୍ଲାରୁ – ୯୦
୧୦- ଗଜପତି ଜିଲ୍ଲାରୁ – ୯୮
୧୧- ଗଞ୍ଜାମ ଜିଲ୍ଲାରୁ – ୮୮
୧୨- ଜଗତସିଂହପୁର ଜିଲ୍ଲାରୁ – ୧୬୫
୧୩- ଯାଜପୁର ଜିଲ୍ଲାରୁ – ୨୫୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୧୮
୧୫- କଳାହାଣ୍ଡି ଜିଲ୍ଲାରୁ – ୨୨୬
୧୬- କନ୍ଧମାଳ ଜିଲ୍ଲାରୁ – ୧୦୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୩୪
୧୮- କେନ୍ଦୁଝର ଜିଲ୍ଲାରୁ – ୧୨୬
୧୯- ଖୋର୍ଦ୍ଧାରୁ: ୨୨୬୨
୨୦- କୋରାପୁଟ ଜିଲ୍ଲାରୁ – ୧୫୭
୨୧- ମାଲକାନଗିରି : ୫୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୮୦
୨୩- ନବରଙ୍ଗପୁର ଜିଲ୍ଲାରେ: ୧୯୨
୨୪- ନୟାଗଡ଼ ଜିଲ୍ଲାରୁ – ୨୧୬
୨୫- ନୂଆପଡ଼ା ଜିଲ୍ଲାରୁ – ୧୯୯
୨୬- ପୁରୀ ଜିଲ୍ଲାରୁ – ୧୪୯
୨୭- ରାୟଗଡ଼ା ଜିଲ୍ଲାରୁ – ୧୮୭
୨୮- ସମ୍ବଲପୁର ଜିଲ୍ଲାରୁ – ୧୨୭
୨୯- ସୋନପୁର ଜିଲ୍ଲାରୁ – ୮୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୩୨
୩୧- State Pool: ୪୬୬
– ନୂଆ ସୁସ୍ଥ ହୋଇଥିଲେ୧୧୩୪୪
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୭୧୩୧୮୮୯
– ମୋଟ ଆକ୍ରାନ୍ତ ୧୨୦୪୬୬୦
– ମୋଟ ସୁସ୍ଛ ହୋଲେଣି ୧୧୧୦୭୬୭
– ସକ୍ରୀୟ ଆକ୍ରାନ୍ତ – ୮୫୩୨୦

ରାଜ୍ୟରେ ଆଜି କରୋନା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏହା ସହ ମୋଟ ମୃତକଙ୍କ ସଂଖ୍ୟା ୮୫୨୦ କୁ ବୃଜ୍ଝି ପାଇଛି।

୧. ଅନୁଗୁଳ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨. ବାଲେଶ୍ୱର ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩. ଭଦ୍ରକ ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ।

୪. କଟକ ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କା ମହିଳା।

୫. କନ୍ଧମାଳ ଜିଲ୍ଲାର ଜଣେ ୩୨ ବର୍ଷ ବୟସ୍କ ପୁରୁଷ।

୬. ସୁନ୍ଦରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୫, ୭୪୨ [+୧୪୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୪୭ [+୧୪୧] ଜଣ ସକ୍ରୀୟ ଅଛନ୍ତି। ୪୪, ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୦୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୫, ୮୦୧ [+୩୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୬୨୯ [+୩୪୫] ଜଣ ସକ୍ରୀୟ ଅଛନ୍ତି। ୪୨, ୮୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୩, ୨୨୩ [+୧୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୯୩ [+୧୪୧] ଜଣ ସକ୍ରୀୟ ଅଛନ୍ତି। ୩୧, ୩୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୮, ୨୧୦ [+୧୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୯୬ [+୧୧୧] ଜଣ ସକ୍ରୀୟ ଅଛନ୍ତି। ୨୬, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୬, ୯୩୩ [+୨୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୫୬ [+୨୧୭] ଜଣ ସକ୍ରୀୟ ଅଛନ୍ତି। ୨୫, ୨୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୩, ୪୮୯ [+୮୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪୪ [+୮୬] ଜଣ ସକ୍ରୀୟ ଅଛନ୍ତି। ୧୨, ୭୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୧, ୦୭, ୫୮୨ [+୭୮୯] ଜଣ ସଂକ୍ରମିତ ହୋଇଥିବା ବେଳେ ୫, ୬୧୮ [+୭୮୮] ଜଣ ସକ୍ରୀୟ ଅଛନ୍ତି। ୧, ୦୧, ୦୯୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୭ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୭, ୩୯୩ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫୮ [+୭୫] ଜଣ ସକ୍ରୀୟ ଅଛନ୍ତି। ୬, ୮୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୧, ୧୫୩ [+୯୦] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦୧ [+୯୦] ଜଣ ସକ୍ରୀୟ ଅଛନ୍ତି। ୨୦, ୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୧୧, ୦୫୪ [+୯୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪୦ [+୯୮] ଜଣ ସକ୍ରୀୟ ଅଛନ୍ତି। ୧୦, ୨୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୫, ୫୧୫ [+୮୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୪୫ [+୮୮] ଜଣ ସକ୍ରୀୟ ଅଛନ୍ତି। ୩୪, ୩୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୩୦, ୪୨୮ [+୧୬୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୫୯ [+୧୬୫] ଜଣ ସକ୍ରୀୟ ଅଛନ୍ତି। ୨୮, ୬୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୨୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୭, ୩୬୯ [+୨୫୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୪୪ [+୨୫୩] ଜଣ ସକ୍ରୀୟ ଅଛନ୍ତି। ୪୪, ୯୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୭, ୦୯୧ [+୧୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୯ [+୧୧୮] ଜଣ ସକ୍ରୀୟ ଅଛନ୍ତି। ୨୫, ୯୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୬, ୬୦୪ [+୨୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୮୧ [+୨୨୬] ଜଣ ସକ୍ରୀୟ ଅଛନ୍ତି। ୨୫, ୦୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୨, ୩୩୮ [+୧୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୬୯ [+୯୯] ଜଣ ସକ୍ରୀୟ ଅଛନ୍ତି। ୧୧, ୬୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୬, ୨୨୨ [+୧୩୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୩୫ [+୧୩୪] ଜଣ ସକ୍ରୀୟ ଅଛନ୍ତି। ୨୫, ୩୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୨, ୮୩୪ [+୧୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୩୨ [+୧୨୬] ଜଣ ସକ୍ରୀୟ ଅଛନ୍ତି। ୨୧, ୭୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୨, ୨୭, ୮୨୪ [+୨, ୨୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧, ୫୦୧ [+୨, ୨୬୨] ଜଣ ସକ୍ରୀୟ ଅଛନ୍ତି। ୧, ୯୪, ୬୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୧୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୨୧, ୫୯୮ [+୧୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୧୨ [+୧୫୭] ଜଣ ସକ୍ରୀୟ ଅଛନ୍ତି। ୨୦, ୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୨, ୨୯୩ [+୫୮] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୮ [+୫୮] ଜଣ ସକ୍ରୀୟ ଅଛନ୍ତି। ୧୧, ୮୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୫, ୫୫୨ [+୧୮୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୭୪୧ [+୧୮୦] ଜଣ ସକ୍ରୀୟ ଅଛନ୍ତି। ୪୩, ୫୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୫, ୬୮୨ [+୧୯୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୧୨ [+୧୯୨] ଜଣ ସକ୍ରୀୟ ଅଛନ୍ତି। ୨୪, ୫୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୫, ୭୫୨ [+୨୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୪୮ [+୨୧୬] ଜଣ ସକ୍ରୀୟ ଅଛନ୍ତି। ୨୪, ୪୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୪, ୫୮୬ [+୧୯୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୬୪୨ [+୧୯୯] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୮, ୬୧୪ [+୧୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୮୭ [+୧୪୯] ଜଣ ସକ୍ରୀୟ ଅଛନ୍ତି। ୪୬, ୬୬୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୨, ୭୬୨ [+୧୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୧୧ [+୧୮୭] ଜଣ ସକ୍ରୀୟ ଅଛନ୍ତି। ୨୧, ୩୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୯, ୨୨୫ [+୧୨୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୨୮୦ [+୧୨୭] ଜଣ ସକ୍ରୀୟ ଅଛନ୍ତି। ୩୬, ୭୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୫, ୧୨୧ [+୮୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୫୧ [+୮୯] ଜଣ ସକ୍ରୀୟ ଅଛନ୍ତି। ୧୪, ୦୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୮୩, ୦୮୭ [+୯୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୮, ୬୪୮ [+୯୩୧] ଜଣ ସକ୍ରୀୟ ଅଛନ୍ତି। ୭୩, ୮୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୬ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୪୩, ୫୮୩ [+୪୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୮୫୩ [+୪୬୬] ଜଣ ସକ୍ରୀୟ ଅଛନ୍ତି। ୩୬, ୭୩୦ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.