ad
ଓଡ଼ିଶା

ମୁହଁ ଖୋଲିଲେ ରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର, ୧୪ା୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି ଯେ,  ମୁଁ ଏବେ କଂଗ୍ରେସ ଦଳରେ ଅଛି । ଯେତେବେଳେ ଯାଏଁ ଭଲ ଲାଗିବ ମୁଁ ଦଳରେ ରହିବି ।

ଏହାଛଡା କୌଣସି ଦଳ ଟଙ୍କା ଯାଚିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପିସିସି ସଭାପତି ହେବାକୁ ତାଙ୍କର ଆଶା ନାହିଁ । ବର୍ତ୍ତମାନ କଂଗ୍ରେସର ବିପର୍ଯ୍ୟୟ ଆସିଛି । ବିଶ୍ୱସନୀୟ ନେତାଙ୍କୁ ନେଇ ଏକଜୁଟ ହେବାର ଆବଶ୍ୟକତା ରହିଛି । ଶେଷକୁ ସେ କହିଛନ୍ତି ଯେ ଗ୍ରାଉଣ୍ଡରେ ନେତା କାମ କରିବା ଦରକାର ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top