Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କେନ୍ଦ୍ରମନ୍ତ୍ରୀଙ୍କ ଆର୍ଥିକ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କେନ୍ଦ୍ରମନ୍ତ୍ରୀଙ୍କ ଆର୍ଥିକ ସହାୟତା

1446

ଭୁବନେଶ୍ୱର, ୦୬ ମଇ (ଓଡ଼ିଆ ପୁଅ) – ଓଡିଶାରେ ଫୋନି ବାତ୍ୟା ପ୍ରଭାବିତ ମାନଙ୍କୁ ରିଲିଫ ଓ ପୁନଃ ନିର୍ମାଣ କାର୍ଯ୍ୟରେ ସହାୟତା ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ ଟୁଇଟ କରି ସମସ୍ତଙ୍କୁ ଏକାଠି ହେବାପାଇଁ ଅନୁରୋଧ କରିବା ସହ ଓଡିଶାର ପୁନଃନିର୍ମାଣ କାର୍ଯ୍ୟରେ ସହାୟକ ହେବାପାଇଁ ଆହ୍ୱାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.