Home ଓଡ଼ିଶା ବର୍ଷାରେ ବେହାଲ ମୁମ୍ବାଇ, ଟ୍ରାକରେ ଫସିଲା ମହାଲକ୍ଷ୍ମୀ ଏକ୍ସପ୍ରେସ

ବର୍ଷାରେ ବେହାଲ ମୁମ୍ବାଇ, ଟ୍ରାକରେ ଫସିଲା ମହାଲକ୍ଷ୍ମୀ ଏକ୍ସପ୍ରେସ

241

ମୁମ୍ବାଇ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରବଳ ବର୍ଷା ରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବଦଲାପୁର ବାନଗାନି ଷ୍ଟେସନ ମଧ୍ୟରେ ଅଟକି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ।

ଫଳରେ ପ୍ରାୟ ୭ ଶହ ଯାତ୍ରୀ ତା ଭିତରେ ଫସି ରହିଛନ୍ତି। ଖବର ପାଇ ସେଠାରେ ରେଲୱେ ପ୍ରୋଟେକ୍ସନ ଫୋର୍ସ ପହଞ୍ଚିଛନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଣ କରିବା ସହ ଟ୍ରେନ ଭିତରୁ ବାହାରକୁ ନ ବାହାରିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏନଡ଼ିଆରଏଫ ଟିମ ଓ ନୌସେନା ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.