ad
ଓଡ଼ିଶା

ବର୍ଷାରେ ବେହାଲ ମୁମ୍ବାଇ, ଟ୍ରାକରେ ଫସିଲା ମହାଲକ୍ଷ୍ମୀ ଏକ୍ସପ୍ରେସ

ମୁମ୍ବାଇ, ୨୭/୭, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରବଳ ବର୍ଷା ରେ ବେହାଲ ହୋଇଛି ମାୟାନଗରୀ ମୁମ୍ବାଇ। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ ବଦଲାପୁର ବାନଗାନି ଷ୍ଟେସନ ମଧ୍ୟରେ ଅଟକି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ।

ଫଳରେ ପ୍ରାୟ ୭ ଶହ ଯାତ୍ରୀ ତା ଭିତରେ ଫସି ରହିଛନ୍ତି। ଖବର ପାଇ ସେଠାରେ ରେଲୱେ ପ୍ରୋଟେକ୍ସନ ଫୋର୍ସ ପହଞ୍ଚିଛନ୍ତି। ସେମାନଙ୍କୁ ଖାଦ୍ୟ ଯୋଗାଣ କରିବା ସହ ଟ୍ରେନ ଭିତରୁ ବାହାରକୁ ନ ବାହାରିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏନଡ଼ିଆରଏଫ ଟିମ ଓ ନୌସେନା ପକ୍ଷରୁ ଉଦ୍ଧାର କାମ ଜାରି ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top