Home ଓଡ଼ିଶା ବର୍ଷାରେ ବେହାଲ ମୁମ୍ବାଇ, ସ୍କୁଲ ଓ କଲେଜ ବନ୍ଦ

ବର୍ଷାରେ ବେହାଲ ମୁମ୍ବାଇ, ସ୍କୁଲ ଓ କଲେଜ ବନ୍ଦ

310

ମୁମ୍ବାଇ,୦୩/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବର୍ଷାରେ ବେହାଲ ହୋଇଛି ମାୟା ନଗରୀ ମୁମ୍ବାଇ । ଫଳରେ ମୁମ୍ବାଇ ସମେତ କେତେକ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ଚାରିଆଡେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଆଜି ସମସ୍ତ ସ୍କୁଲ ଓ କଲେଜ କୁ ଛୁଟି ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.