Home ଓଡ଼ିଶା ବର୍ତ୍ତମାନ କେଉଁ ସ୍ଥାନରେ ଅଛନ୍ତି ମାନ୍ୟବର ?

ବର୍ତ୍ତମାନ କେଉଁ ସ୍ଥାନରେ ଅଛନ୍ତି ମାନ୍ୟବର ?

597

କେନ୍ଦ୍ରାପଡ଼ା,୨୬/୭(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ) : ଗତକାଲି ଜେଲରୁ ମୁକୁଳିବା ପରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳ କେଉଁଠି ଅଛନ୍ତି, ସାଧାରଣରେ ଏହା ଜାଣିବା ପାଇଁ ମନରେ ଉତ୍କଣ୍ଠା ରହିଛି ।

ତେବେ କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମ ନ ଯିବା ପାଇଁ ହାଇକୋର୍ଟ ମନା କରିବାରୁ ସେ ଏବେ ଏକ ଅଜ୍ଞାତ ଜାଗାରେ ରହିଥିବା ସୂଚନା ମିଳିଛି । ଏହାଛଡା କୋର୍ଟ ତାଙ୍କୁ ବାହାରକୁ ନ ଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.