Home ଓଡ଼ିଶା ବଜ୍ରପାତ ନେଲା ୮ବର୍ଷର ଶିଶୁର ଜୀବନ

ବଜ୍ରପାତ ନେଲା ୮ବର୍ଷର ଶିଶୁର ଜୀବନ

773

ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ସୁନ୍ଦରଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ବଜ୍ରାଘାତରେ ଜଣେ ୮ବର୍ଷର ଶିଶୁର ମୃତ୍ୟୁ ଘଟିଥିଲାବେଳେ ୫ଜଣ ଶିଶୁ ଗୁରୁତର ହୋଇଥିବା ଜଣାପଡ଼ିଛି। ଏକ ଗଛ ତଳେ ୬ଜଣ ପିଲା ଖେଳୁଥିବା ବେଳେ ବର୍ଷା ସହ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୫ ଶିଶୁ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ନିକଟ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.