Home କୋରାପୁଟ ପୈାର ନିର୍ବାଚନ ନିମନ୍ତେ କୋରାପୁଟରେ ପହଂଚିଲା ଇଭିଏମ

ପୈାର ନିର୍ବାଚନ ନିମନ୍ତେ କୋରାପୁଟରେ ପହଂଚିଲା ଇଭିଏମ

70

କୋରାପୁଟ ୧୮-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟରେ ଇଭିଏମ ପଂଚିଥିବା ଜଣାପଡିଛି ।ଆସନ୍ତା ପୈାର ନିର୍ବାଚନ ନିମନ୍ତେ କୋରାପୁଟ ଜିଲ୍ଲାକୁ ୪୧୦ ଟି ଇଭିଏମ ଆସିଥିବା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି ।କୋରାପୁଟରେ କଡା ସୁରକ୍ଷା ମଧ୍ୟରେ  ଇଭିଏମ ରଖାଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାରେ ୩ ଟି ମ୍ୟୁନସିପାଲଟି ଓ ଗୋଟିଏ ଏନଏସି ରହିଛି ।ସେଗୁଡିକ ହେଲା ଜୟପୁର ,କୋରାପୁଟ ଓ ସୁନାବେଡା ମ୍ୟୁନସିପାଲଟି ଏବଂ କୋଟପାଡ ଏନଏସି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.