Home ଓଡ଼ିଶା ପୁଣି ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

ପୁଣି ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ

186

ଗଂଜାମ,୧୩/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ଜୁଆଡିଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।  ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡାରେ କ୍ରମାଗତ ଭାବେ ଚଢ଼ାଉ କରି ଗିରଫ କରୁଛି ପୋଲିସ ।  ୧୫ ଦିନ ଭିତରେ ପାଖାପାଖି ୨୦୦ ଜଣ ଜୁଆଡି ଗିରଫ ହୋଇଥିବା ବେଳେ ଆଜି ପୁଣି ବ୍ରହ୍ମପୁରର ବିଭିନ୍ନ ଥାନା ପକ୍ଷରୁ ଜୁଆ ଆଡା ଉପରେ ଚଢ଼ାଉ ହୋଇଛି ।ଏହି ଚଢଉରେ ମୋଟ ୬୮ ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.