Home ଓଡ଼ିଶା ପି.ଡି.ଏସ୍ ବାଣ୍ଟିଲେ ଗାଁ ଗାଁ ବୁଲି

ପି.ଡି.ଏସ୍ ବାଣ୍ଟିଲେ ଗାଁ ଗାଁ ବୁଲି

165

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୪-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ୩୭ଗୋଟି ଗ୍ରାମ ପଂଚାୟତରେ ବିଳମ୍ବରେ ହେଲେ ମଧ୍ୟ ଗାଁ ଗାଁ ରେ ଦୁଆର ଦୁଆର ବୁଲି ପି.ଡି.ଏସ ସାମଗ୍ରୀ ବଣ୍ଟନ ଚାଲିଛି । ବ୍ରଜରାଜପୁର ଗ୍ରାମ ପଂଚାୟତ ସୁକାନ୍ତ ସାମନ୍ତରାୟ ସରପଂଚ, ତପନ ପଟ୍ଟନାୟକ ସମିତି ସଭ୍ୟ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୁନେଶ ପ୍ରଧାନ ଓ କିଛି ସ୍ୱେଛାସେବୀ ଗୋଳା ପୋଖରୀ ଓ ବାମଡା ଗ୍ରାମରେ ଦୁଆର ଦୁଆର ବୁଲି ପି.ଡି.ଏସ୍ ସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । ଯାହା ଦ୍ୱାରାକି ହିତାଧିକାରୀ ମାନେ ସୁବିଧାରେ ସାମଗ୍ରୀ ପାଇବା ସହ ସାମାଜିକ ଦୁରତ୍ୱ ରକ୍ଷା ହୋଇ ପାରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.