Home ଓଡ଼ିଶା ପରଲୋକରେ ସୁଷମା ସ୍ବରାଜ

ପରଲୋକରେ ସୁଷମା ସ୍ବରାଜ

248

ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ପ୍ରଥମେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଥିଲା । ମାତ୍ର ସେ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି ।

ତେବେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ସୁଷମା । ରିପୋର୍ଟ ଅନୁସାରେ, ତାଙ୍କୁ ହାର୍ଟ ଆଟାକ ଆସିବା ପରେ ଏବେ ଏମସରେ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.