ad
ଓଡ଼ିଶା

ପରଲୋକରେ ସୁଷମା ସ୍ବରାଜ

ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ପ୍ରଥମେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଥିଲା । ମାତ୍ର ସେ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତିି ।

ତେବେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ସୁଷମା । ରିପୋର୍ଟ ଅନୁସାରେ, ତାଙ୍କୁ ହାର୍ଟ ଆଟାକ ଆସିବା ପରେ ଏବେ ଏମସରେ ଭର୍ତ୍ତି କରାଯାଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top