Home Top News ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ, ବର୍ଷା ସିଂଙ୍କୁ ୫୭% ଭୋଟ

ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ, ବର୍ଷା ସିଂଙ୍କୁ ୫୭% ଭୋଟ

52

ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ ବର୍ଷା ସିଂଙ୍କୁ ୫୭% ଭୋଟ ମିଳିଛି। ପଦ୍ମପୁର ଉପନିର୍ବାଚନର ପାଇଁ ଆରମ୍ଭ ହୋଇଛି ଭୋଟ୍‌ଗଣତି। ସକାଳ ୮ଟାରେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ ମେସିନ ଗଣତି ଆରମ୍ଭ ହୋଇଛି। ୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦାଣନ୍ତି କାହାକୁ କେତେ ଭୋଟ ମିଳିଛି।

ପ୍ରାର୍ଥା ଦଳ ପୂର୍ବ ରାଉଣ୍ଡ ଏହି ରାଉଣ୍ଡ ମୋଟ ଭୋଟ % ଭୋଟ
ପ୍ରଦୀପ ପୁରୋହୀତ ବିଜେପି ୩୭୮୯ ୩୧୯୦ ୬୯୭୯ ୩୭.୭୭
ବର୍ଷା ସିଂ ବରିହା ବିଜେଡ଼ି ୫୫୦୧ ୫୦୯୭ ୧୦୫୯୮ ୫୭.୩୬
ସତ୍ୟ ଭୂଷଣ ସାହୁ କଂଗ୍ରେସ ୨୦୬ ୧୬୦ ୩୬୬ .୯୮
ବିଦ୍ୟାଧର ପାଣ୍ଡବ ଅଖିଳ ଭାରତ ହିନ୍ଦୁ ମହାସଭା ୧୩ ୧୯ ୩୨ .୧୭
ମୁକ୍ତେଶ୍ବର ଦାସ ଓଡ଼ିଶା ଜନତା ପାର୍ଟି ୧୧ ୧୭ .୦୯
ଉଦୀତ ବନ୍ଦିଆ ସ୍ୱାଧିନ ୧୮ ୧୮ ୩୬ .୧୯
ଗଙ୍ଗାଧର ସାହା ସ୍ୱାଧିନ ୧୯ ୧୬ ୩୫ .୧୯
ଦେବାର୍ଚ୍ଚନ ନାୟକ ସ୍ୱାଧିନ ୩୦ ୨୨ ୫୨ .୨୮
ବୃନ୍ଦାବନ ପୁରୋହୀତ ସ୍ୱାଧିନ ୨୮ ୨୭ ୫୫ .
ଶେଷଦେବ ସାହୁ ସ୍ୱାଧିନ ୬୭ ୪୪ ୧୧୧ .
ନୋଟା ନୋଟା ୧୧୫ ୮୦ ୧୯୫ .୦୬
ମୋଟ   ୯୭୯୭ ୮୬୭୯ ୧୮୪୭୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.