Home Coronavirus Outbreak ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୪୦୩୩ କୁ ବୃଦ୍ଧି, ଦେଶରେ ଏବଂ ରାଜ୍ୟରେ ପ୍ରବଳ ବଢ଼ିଲା...

ଦେଶରେ ବଢ଼ିଲା ଓମିକ୍ରନ୍ ମାମଲା ୪୦୩୩ କୁ ବୃଦ୍ଧି, ଦେଶରେ ଏବଂ ରାଜ୍ୟରେ ପ୍ରବଳ ବଢ଼ିଲା ସଂକ୍ରମଣ : ଦେଶରେ ୧,୭୯,୭୨୩ ଏବଂ ରାଜ୍ୟରେ ୪,୮୨୯ ନୂଆ ଆକ୍ରାନ୍ତ

78

ନୂଆ ଦିଲ୍ଲୀ ୧୦ -୧ (ଓଡ଼ିଆ ପୁଅ) ଦେଶରେ ଓମିକ୍ରନ୍ ମାମଲା ୪୦୩୩ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୧୫୫୨ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।

ମହାରାଷ୍ଟ୍ର ରେ ସର୍ବାଧିକ ୧୨୧୬ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୪୫୪ ଜଣ ସୁସ୍ଥ ହୋଇଛନ୍ତି।
ରାଜସ୍ଥାନ ରେ ୫୨୯ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୩୦୫ ଜଣ ସୁସ୍ଥ ହୋଇଛନ୍ତି।
ଦିଲ୍ଲୀ ରେ ୫୧୩ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ରାଜ୍ୟରେ ଓଡ଼ିଶାରେ ୭୪ ରେ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି।
ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

କ୍ର.ସଂଖ୍ୟା ରାଜ୍ୟ ଓମିକ୍ରନ ସଂକ୍ରମଣ ଆରୋଗ୍ୟ
ମହାରାଷ୍ଟ୍ର ୧୨୧୬ ୪୫୪
ରାଜସ୍ଥାନ ୫୨୯ ୩୦୫
ଦିଲ୍ଲୀ ୫୧୩ ୫୭
କର୍ଣ୍ଣାଟକ ୪୪୧ ୨୬
କେରଳ ୩୩୩ ୯୩
ଗୁଜୁରାଟ ୨୩୬ ୧୮୬
ତାମିଲନାଡୁ ୧୮୫ ୧୮୫
ହରିୟାଣା ୧୨୩ ୯୨
ତେଲେଙ୍ଗାନା ୧୨୩ ୪୭
୧୦ ଉତ୍ତରପ୍ରଦେଶ ୧୧୩
୧୧ ଓଡ଼ିଶା ୭୪
୧୨ ଆନ୍ଧ୍ରପ୍ରଦେଶ ୨୮
୧୩ ପଞ୍ଜାବ ୨୭ ୧୬
୧୪ ପଶ୍ଚିମବଙ୍ଗ ୨୭ ୧୦
୧୫ ଗୋଆ ୧୯ ୧୯
୧୬ ମଧ୍ୟପ୍ରଦେଶ ୧୦ ୧୦
୧୭ ଆସାମ
୧୮ ଉତ୍ତରାଖଣ୍ଡ
୧୯ ମେଘାଳୟ
୨୦ A&N ଦ୍ୱୀପପୁଞ୍ଜ
୨୧ ଚଣ୍ଡିଗଡ଼
୨୨ J&K (UT)
୨୩ ପୁଡୁଚେରୀ
୨୪ ଛତିଶଗଡ
୨୫ ହିମାଚଳ ପ୍ରଦେଶ
୨୬ ଲଦାଖ
୨୭ ମଣିପୁର
୨୮ ମୋଟ ୪୦୩୩ ୧୫୫୨

ଅପର ପକ୍ଷରେ, ଦେଶରେ ପୁଣି ପ୍ରବଳ ବଢ଼ିଲାକରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨.୬% ବୃଦ୍ଧି ହୋଇଛି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭,୨୩,୬୧୯ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୫,୦୦,୧୭୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୬,୫୬୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୬୨% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୭,୦୭,୭୨୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧,୩୩,୦୦୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୪୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୮୩୯୩୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୦୩%

ଆରୋଗ୍ୟ ହୋଇଛନ୍ତି ୯୬.୬୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୫୧, ୯୪, ୦୫, ୯୫୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୬୦, ୯୭୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୯, ୧୫, ୭୫, ୩୫୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୫୨, ୭୧୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୨୨ ୭୬୯୯ ୪୦ ୧୨୯
ଆନ୍ଧ୍ରପ୍ରଦେଶ ୪୭୭୪ ୨୦୬୨୫୮୦ ୧୪୦ ୧୪୫୦୫
ଅରୁଣାଚଳ ପ୍ରଦେଶ ୨୨୨ ୫୫୦୫୪ ୨୮୨
ଆସାମ ୬୪୩୪ ୬୧୪୧୨୬ ୪୪୮ ୬୧୮୧
ବିହାର ୧୬୮୯୮ ୭୧୬୪୦୧ ୪୩୫ ୧୨୧୦୧
ଚଣ୍ଡିଗଡ଼ ୨୩୬୪ ୬୪୯୭୭ ୯୬ ୧୦୮୦
ଛତିଶଗଡ ୧୫୪୬୪ ୯୯୪୨୩୪ ୧୦୨ ୧୩୬୧୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୮୯ ୧୦୬୯୪
ଦିଲ୍ଲୀ ୬୦୭୩୩ ୧୪୬୩୮୩୭ ୧୦୧୭୯ ୨୫୧୬୦ ୧୭
୧୦ ଗୋଆ ୯୨୦୯ ୧୭୭୧୬୮ ୨୬୧ ୩୫୩୨
୧୧ ଗୁଜୁରାଟ ୨୭୯୧୩ ୮୨୪୧୬୩ ୧୨୬୩ ୧୦୧୨୮
୧୨ ହରିୟାଣା ୧୮୩୨୧ ୭୬୫୭୫୮ ୮୦୫ ୧୦୦୭୨
୧୩ ହିମାଚଳ ପ୍ରଦେଶ ୩୧୪୮ ୨୨୫୦୫୫ ୧୬୦ ୩୮୮୨
୧୪ ଜାମ୍ମୁ କାଶ୍ମୀର ୩୫୩୧ ୩୩୬୫୮୧ ୧୩୫ ୪୫୪୦
୧୫ ଝାଡଖଣ୍ଡ ୨୩୩୨୮ ୩୪୯୦୭୪ ୧୨୦୮ ୫୧୭୦
୧୬ କର୍ଣ୍ଣାଟକ ୪୯୬୩୧ ୨୯୬୩୯୫୭ ୯୦୧ ୩୮୩୭୦
୧୭ କେରଳ ୩୫୬୦୧ ୫୨୦୦୩୫୦ ୨୩୯୦ ୪୯୫୯୧ ୪୪
୧୮ ଲଦାଖ ୩୪୦ ୨୨୦୦୦ ୩୦ ୨୨୧
୧୯ ଲକ୍ଷଦୀପ ୧୦୩୬୮ ୫୧
୨୦ ମଧ୍ୟପ୍ରଦେଶ ୬୮୪୨ ୭୮୩୯୪୭ ୨୩୪ ୧୦୫୩୭
୨୧ ମହାରାଷ୍ଟ୍ର ୨୦୫୯୭୩ ୬୫୭୨୪୩୨ ୧୫୩୫୧ ୧୪୧୬୩୯ ୧୨
୨୨ ମଣିପୁର ୪୬୯ ୧୨୩୬୭୬ ୧୨ ୨୦୧୧
୨୩ ମେଘାଳୟ ୩୯୪ ୮୩୩୫୫ ୧୦ ୧୪୮୫
୨୪ ମିଜୋରାମ ୪୬୧୨ ୧୪୦୮୭୨ ୨୭୦ ୫୬୧
୨୫ ନାଗାଲାଣ୍ଡ ୮୧ ୩୧୪୮୬ ୭୦୩
୨୬ ଓଡ଼ିଶା ୧୫୭୮୪ ୧୦୪୬୬୧୭ ୩୮୬ ୮୪୬୮
୨୭ ପୁଡୁଚେରୀ ୧୨୫୦ ୧୨୭୫୯୦ ୧୯ ୧୮୮୨
୨୮ ପଞ୍ଜାବ ୧୬୩୪୩ ୫୮୮୪୦୧ ୧୪୪ ୧୬୬୭୫ ୧୦
୨୯ ରାଜସ୍ଥାନ ୧୯୪୬୭ ୯୪୭୭୩୮ ୩୫୮ ୮୯୭୨
୩୦ ସିକ୍କିମ୍ ୨୧୮ ୩୨୦୯୨ ୪୦୯
୩୧ ତାମିଲନାଡୁ ୫୧୩୩୫ ୨୭୧୨୦୯୬ ୧୮୦୮ ୩୬୮୫୫ ୧୨
୩୨ ତେଲେଙ୍ଗାନା ୧୩୫୨୨ ୬୭୬୪୬୬ ୩୩୦ ୪୦୪୨
୩୩ ତ୍ରିପୁରା ୮୦୩ ୮୪୩୦୩ ୨୩ ୮୩୦
୩୪ ଉତ୍ତରାଖଣ୍ଡ ୪୧୧୮ ୩୩୯୩୪୩ ୫୪୮ ୭୪୨୪
୩୫ ଉତ୍ତରପ୍ରଦେଶ ୨୫୯୭୪ ୧୬୮୮୬୪୮ ୨୫୩ ୨୨୯୨୮
୩୬ ପଶ୍ଚିମବଙ୍ଗ ୭୮୧୧୧ ୧୬୫୭୦୩୪ ୮୨୧୩ ୧୯୯୦୧ ୧୮
ମୋଟ ୭୨୩୬୧୯ ୩୪୫୦୦୧୭୨ ୪୬୫୬୯ ୪୮୩୯୩୬ ୧୪୬

ଅପର ପକ୍ଷରେ,

ରାଜ୍ୟରେ ଆଜି ୪୮୨୯ ନୂଆ ଆକ୍ରାନ୍ତ ଚିହେନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୪୮୨୯
୦-୧୮ ବର୍ଷର : ୪୪୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୮୨୩
– ସ୍ଥାନୀୟ ଅଞ୍ଚଳରୁ୨୦୦୬
୧- ଅନୁଗୁଳ ଜିଲ୍ଲାରୁ – ୬୯
୨- ବାଲେଶ୍ୱର ଜିଲ୍ଲାରୁ – ୨୧୦
୩- ବରଗଡ଼ ଜିଲ୍ଲାରୁ – ୮୪
୪- ଭଦ୍ରକ ଜିଲ୍ଲାରୁ – ୬୯
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୪
୬- ବୌଦ୍ଦ ଜିଲ୍ଲାରୁ – ୬
୭- କଟକ ଜିଲ୍ଲାରୁ – ୪୦୧
୮- ଦେବଗଡ଼ ଜିଲ୍ଲାରୁ – ୧୯
୯- ଢେଙ୍କାନାଳ ଜିଲ୍ଲାରୁ – ୨୩
୧୦- ଗଜପତି ଜିଲ୍ଲାରୁ – ୩୨
୧୧- ଗଞ୍ଜାମ ଜିଲ୍ଲାରୁ – ୪୯
୧୨- ଜଗତସିଂହପୁର ଜିଲ୍ଲାରୁ – ୪୬
୧୩- ଯାଜପୁର ଜିଲ୍ଲାରୁ – ୬୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୮୯
୧୫- କଳାହାଣ୍ଡି ଜିଲ୍ଲାରୁ – ୪୮
୧୬- କନ୍ଧମାଳ ଜିଲ୍ଲାରୁ – ୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୪
୧୮- କେନ୍ଦୁଝର ଜିଲ୍ଲାରୁ – ୬୩
୧୯- ଖୋର୍ଦ୍ଧାରୁ: ୯୩୩
୨୦- କୋରାପୁଟ ଜିଲ୍ଲାରୁ – ୭୭
୨୧- ମାଲକାନଗିରି : ୧୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୨
୨୩- ନବରଙ୍ଗପୁର ଜିଲ୍ଲାରେ: ୮୫
୨୪- ନୟାଗଡ଼ ଜିଲ୍ଲାରୁ – ୨୪
୨୫- ନୂଆପଡ଼ା ଜିଲ୍ଲାରୁ – ୫୧
୨୬- ପୁରୀ ଜିଲ୍ଲାରୁ – ୧୩୦
୨୭- ରାୟଗଡ଼ା ଜିଲ୍ଲାରୁ – ୮୨
୨୮- ସମ୍ବଲପୁର ଜିଲ୍ଲାରୁ – ୬୪୪
୨୯- ସୋନପୁର ଜିଲ୍ଲାରୁ – ୩୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୬୯
୩୧- State Pool: ୨୧୯
– ନୂଆ ସୁସ୍ଥ ହୋଇଥିଲେ୩୮୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୧୭୮୯୭୩
– ମୋଟ ଆକ୍ରାନ୍ତ ୧୦୭୫୬୯୮
– ମୋଟ ସୁସ୍ଛ ହୋଲେଣି ୧୦୪୬୬୧୭
– ସକ୍ରୀୟ ଆକ୍ରାନ୍ତ – ୨୦୫୬୦

ଜିଲ୍ଲାୱାରୀ ସମସ୍ତ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୪୪, ୧୫୧ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୭ [+୬୯] ଜଣ ସକ୍ରୀୟ ଅଛନ୍ତି। ୪୩, ୫୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୪୧, ୬୮୨ [+୨୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୬୦୨ [+୨୧୦] ଜଣ ସକ୍ରୀୟ ଅଛନ୍ତି। ୪୦, ୭୭୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ ଜିଲ୍ଲାରେ ୩୧, ୫୧୪ [+୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୮ [+୮୪] ଜଣ ସକ୍ରୀୟ ଅଛନ୍ତି। ୩୦, ୮୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୬, ୭୩୦ [+୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୫ [+୬୯] ଜଣ ସକ୍ରୀୟ ଅଛନ୍ତି। ୨୬, ୪୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୨୩, ୭୯୨ [+୧୦୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୬ [+୧୦୪] ଜଣ ସକ୍ରୀୟ ଅଛନ୍ତି। ୨୩, ୩୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଧ ଜିଲ୍ଲାରେ ୧୨, ୬୮୮ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭ [+୬] ଜଣ ସକ୍ରୀୟ ଅଛନ୍ତି। ୧୨, ୫୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ ୯୭, ୨୭୮ [+୪୦୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୫୦ [+୪୦୧] ଜଣ ସକ୍ରୀୟ ଅଛନ୍ତି। ୯୪, ୮୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬, ୮୩୩ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୩ [+୧୯] ଜଣ ସକ୍ରୀୟ ଅଛନ୍ତି। ୬, ୬୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ୨୦, ୧୦୧ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨ [+୨୩] ଜଣ ସକ୍ରୀୟ ଅଛନ୍ତି। ୧୯, ୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତି ଜିଲ୍ଲାରେ ୯, ୮୫୪ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୩୨] ଜଣ ସକ୍ରୀୟ ଅଛନ୍ତି। ୯, ୬୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୩୪, ୨୪୪ [+୪୯] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୦ [+୪୯] ଜଣ ସକ୍ରୀୟ ଅଛନ୍ତି। ୩୩, ୫୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୨୮, ୩୧୮ [+୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୮ [+୪୬] ଜଣ ସକ୍ରୀୟ ଅଛନ୍ତି। ୨୭, ୮୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୧୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୪୪, ୫୯୫ [+୬୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୩ [+୬୬] ଜଣ ସକ୍ରୀୟ ଅଛନ୍ତି। ୪୪, ୦୦୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୨୪, ୭୫୭ [+୧୮୯] ଜଣ ସଂକ୍ରମିତ ହୋଇଥିବା ବେଳେ ୭୧୫ [+୧୮୯] ଜଣ ସକ୍ରୀୟ ଅଛନ୍ତି। ୨୩, ୮୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୨୪, ୪୫୩ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୬ [+୪୮] ଜଣ ସକ୍ରୀୟ ଅଛନ୍ତି। ୨୪, ୧୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୧୧, ୫୭୯ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ [+୮] ଜଣ ସକ୍ରୀୟ ଅଛନ୍ତି। ୧୧, ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ୨୫, ୧୫୩ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୭୨ [+୨୪] ଜଣ ସକ୍ରୀୟ ଅଛନ୍ତି। ୨୪, ୮୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୨୧, ୩୨୨ [+୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୩ [+୬୩] ଜଣ ସକ୍ରୀୟ ଅଛନ୍ତି। ୨୦, ୮୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୧, ୮୮, ୨୬୬ [+୯୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୪୯୬ [+୯୩୩] ଜଣ ସକ୍ରୀୟ ଅଛନ୍ତି। ୧, ୮୦, ୧୫୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୦୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୧୯, ୪୧୦ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୯ [+୭୭] ଜଣ ସକ୍ରୀୟ ଅଛନ୍ତି। ୧୯, ୧୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ଜିଲ୍ଲାରେ ୧୧, ୭୦୯ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ [+୧୧] ଜଣ ସକ୍ରୀୟ ଅଛନ୍ତି। ୧୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୪୧, ୮୫୬ [+୧୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୯୬ [+୧୬୨] ଜଣ ସକ୍ରୀୟ ଅଛନ୍ତି। ୪୧, ୦୬୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୮୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୨୩, ୮୨୫ [+୮୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୫୮ [+୮୫] ଜଣ ସକ୍ରୀୟ ଅଛନ୍ତି। ୨୩, ୪୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨୩, ୭୧୬ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୨ [+୨୪] ଜଣ ସକ୍ରୀୟ ଅଛନ୍ତି। ୨୩, ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୁଆପଡା ଜିଲ୍ଲାରେ ୨୩, ୦୭୭ [+୫୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୩ [+୫୧] ଜଣ ସକ୍ରୀୟ ଅଛନ୍ତି। ୨୨, ୮୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲାରେ ୪୬, ୨୧୯ [+୧୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୫୨୨ [+୧୩୦] ଜଣ ସକ୍ରୀୟ ଅଛନ୍ତି। ୪୫, ୨୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୨୦, ୪୪୮ [+୮୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୪ [+୮୨] ଜଣ ସକ୍ରୀୟ ଅଛନ୍ତି। ୨୦, ୦୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୩୪, ୨୦୨ [+୬୪୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୨୩ [+୬୪୪] ଜଣ ସକ୍ରୀୟ ଅଛନ୍ତି। ୩୨, ୦୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୪୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁବର୍ଣ୍ଣପୁର ଜିଲ୍ଲାରେ ୧୩, ୩୭୨ [+୩୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୭ [+୩୨] ଜଣ ସକ୍ରୀୟ ଅଛନ୍ତି। ୧୩, ୧୫୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ ଜିଲ୍ଲାରେ ୬୫, ୫୫୮ [+୮୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୦୬୦ [+୮୬୯] ଜଣ ସକ୍ରୀୟ ଅଛନ୍ତି। ୬୧, ୯୦୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୯୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟ ପୁଲ୍ ରେ ୩୪, ୯୯୬ [+୨୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୮୯ [+୨୧୯] ଜଣ ସକ୍ରୀୟ ଅଛନ୍ତି। ୩୩, ୫୦୭ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.