Home Coronavirus Outbreak ଆଜି ସନ୍ଧ୍ୟାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଆଜି ସନ୍ଧ୍ୟାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

27

ଭୁବନେଶ୍ୱର ୧୦ -୧ (ଓଡ଼ିଆ ପୁଅ)ରାଜ୍ୟରେ ତଥା ଦେଶରେ ହୁତୁହୁତୁ ହୋଇ ବଢ଼ୁଛି କରୋନା ସଂକ୍ରମଣ। ତେବେ ଏହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ତେଣୁ ଆଜି ସନ୍ଧ୍ୟାରେ କରୋନା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ କରିବେ। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟଯେ, ରାଜ୍ୟରେ ଆଜି ୪୮୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତ: ୪୮୨୯
୦-୧୮ ବର୍ଷର : ୪୪୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୮୨୩
– ସ୍ଥାନୀୟ ଅଞ୍ଚଳରୁ୨୦୦୬
୧- ଅନୁଗୁଳ ଜିଲ୍ଲାରୁ – ୬୯
୨- ବାଲେଶ୍ୱର ଜିଲ୍ଲାରୁ – ୨୧୦
୩- ବରଗଡ଼ ଜିଲ୍ଲାରୁ – ୮୪
୪- ଭଦ୍ରକ ଜିଲ୍ଲାରୁ – ୬୯
୫- ବଲାଙ୍ଗୀର ଜିଲ୍ଲାରୁ – ୧୦୪
୬- ବୌଦ୍ଦ ଜିଲ୍ଲାରୁ – ୬
୭- କଟକ ଜିଲ୍ଲାରୁ – ୪୦୧
୮- ଦେବଗଡ଼ ଜିଲ୍ଲାରୁ – ୧୯
୯- ଢେଙ୍କାନାଳ ଜିଲ୍ଲାରୁ – ୨୩
୧୦- ଗଜପତି ଜିଲ୍ଲାରୁ – ୩୨
୧୧- ଗଞ୍ଜାମ ଜିଲ୍ଲାରୁ – ୪୯
୧୨- ଜଗତସିଂହପୁର ଜିଲ୍ଲାରୁ – ୪୬
୧୩- ଯାଜପୁର ଜିଲ୍ଲାରୁ – ୬୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୮୯
୧୫- କଳାହାଣ୍ଡି ଜିଲ୍ଲାରୁ – ୪୮
୧୬- କନ୍ଧମାଳ ଜିଲ୍ଲାରୁ – ୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୪
୧୮- କେନ୍ଦୁଝର ଜିଲ୍ଲାରୁ – ୬୩
୧୯- ଖୋର୍ଦ୍ଧାରୁ: ୯୩୩
୨୦- କୋରାପୁଟ ଜିଲ୍ଲାରୁ – ୭୭
୨୧- ମାଲକାନଗିରି : ୧୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୬୨
୨୩- ନବରଙ୍ଗପୁର ଜିଲ୍ଲାରେ: ୮୫
୨୪- ନୟାଗଡ଼ ଜିଲ୍ଲାରୁ – ୨୪
୨୫- ନୂଆପଡ଼ା ଜିଲ୍ଲାରୁ – ୫୧
୨୬- ପୁରୀ ଜିଲ୍ଲାରୁ – ୧୩୦
୨୭- ରାୟଗଡ଼ା ଜିଲ୍ଲାରୁ – ୮୨
୨୮- ସମ୍ବଲପୁର ଜିଲ୍ଲାରୁ – ୬୪୪
୨୯- ସୋନପୁର ଜିଲ୍ଲାରୁ – ୩୨
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୮୬୯
୩୧- State Pool: ୨୧୯
– ନୂଆ ସୁସ୍ଥ ହୋଇଥିଲେ୩୮୬
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୧୭୮୯୭୩
– ମୋଟ ଆକ୍ରାନ୍ତ ୧୦୭୫୬୯୮
– ମୋଟ ସୁସ୍ଛ ହୋଲେଣି ୧୦୪୬୬୧୭
– ସକ୍ରୀୟ ଆକ୍ରାନ୍ତ – ୨୦୫୬୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.