Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮୫ ନୂଆ ଆକ୍ରାନ୍ତ ଚିହ୍ନଟ, ୮୩ ମୃତ

34

ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧,୫୩୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୭୮,୦୮୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୯୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୧୬,୩୭୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୮୯୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୬,୭୫୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୫%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୨, ୫୫, ୭୫, ୧୨୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୯, ୮୨, ୪୫୧

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୮, ୫୬, ୪୪, ୨୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୬, ୯୧, ୪୨୫

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୧ ୧୨୯
ଆନ୍ଧ୍ରପ୍ରଦେଶ ୪୪୪ ୨୩୦୪୧୯୩ ୪୫ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୭ ୨୯୬
ଆସାମ ୧୩୬୩ ୭୧୬୧୯୨ ୬୬୩୯
ବିହାର ୩୨ ୮୧୮୧୫୧ ୧୨୨୫୬
ଚଣ୍ଡିଗଡ଼ ୧୯ ୯୦୭୧୨ ୧୧୬୫
ଛତିଶଗଡ ୧୩୪ ୧୧୩୭୮୫୨ ୨୩ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୪୫୫ ୧୮୩୭୬୪୨ ୧୪୫ ୨୬୧୪୯
୧୦ ଗୋଆ ୩୮ ୨୪୧୩୯୯ ୧୪ ୩୮୩୦
୧୧ ଗୁଜୁରାଟ ୨୯୫ ୧୨୧୨୫୯୫ ୩୦ ୧୦୯୪୨
୧୨ ହରିୟାଣା ୩୬୮ ୯୭୩୮୮୩ ୮୫ ୧୦୬୦୦
୧୩ ହିମାଚଳ ପ୍ରଦେଶ ୨୦୫ ୨୮୦୧୦୨ ୨୭ ୪୧୩୨
୧୪ ଜାମ୍ମୁ କାଶ୍ମୀର ୧୩୪ ୪୪୮୭୪୨ ୪୭୫୦
୧୫ ଝାଡଖଣ୍ଡ ୭୬ ୪୨୯୭୦୬ ୨୨ ୫୩୧୫
୧୬ କର୍ଣ୍ଣାଟକ ୧୮୩୪ ୩୯୦୩୨୦୧ ୧୧୭ ୪୦୦୪୪
୧୭ କେରଳ ୫୬୨୯ ୬୪୫୬୪୨୮ ୭୭୩ ୬୭୫୫୦ ୭୪
୧୮ ଲଦାଖ ୨୪ ୨୭୯୬୫ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୩୨ ୧୦୩୦୧୦୦ ୨୩ ୧୦୭୩୪
୨୧ ମହାରାଷ୍ଟ୍ର ୪୯୭୦ ୭୭୨୪୨୧୪ ୨୫୫ ୧୪୩୭୭୨
୨୨ ମଣିପୁର ୮୧ ୧୩୪୮୬୫ ୨୧୨୦
୨୩ ମେଘାଳୟ ୫୦ ୯୨୧୦୪ ୧୫୯୩
୨୪ ମିଜୋରାମ ୧୨୯୨ ୨୨୧୫୪୫ ୨୯୨ ୬୭୯
୨୫ ନାଗାଲାଣ୍ଡ ୨୮ ୩୪୬୮୧ ୭୫୮
୨୬ ଓଡ଼ିଶା ୫୨୯ ୧୨୭୭୬୭୭ ୯୧୧୭
୨୭ ପୁଡୁଚେରୀ ୧୧ ୧୬୩୮୦୧ ୧୯୬୨
୨୮ ପଞ୍ଜାବ ୧୨୩ ୭୪୧୧୩୦ ୩୪ ୧୭୭୩୮
୨୯ ରାଜସ୍ଥାନ ୨୮୪ ୧୨୭୨୯୪୬ ୭୩ ୯୫୫୧
୩୦ ସିକ୍କିମ୍ ୧୯ ୩୮୬୬୨ ୪୫୧
୩୧ ତାମିଲନାଡୁ ୪୭୫ ୩୪୧୪୦୭୫ ୭୧ ୩୮୦୨୫
୩୨ ତେଲେଙ୍ଗାନା ୬୧୯ ୭୮୬୩୦୮ ୬୭ ୪୧୧୧
୩୩ ତ୍ରିପୁରା ୯୯୯୫୧ ୯୧୯
୩୪ ଉତ୍ତରାଖଣ୍ଡ ୫୯୦ ୪୨୮୮୩୧ ୨୨ ୭୬୯୧
୩୫ ଉତ୍ତରପ୍ରଦେଶ ୪୯୨ ୨୦୪୬୫୦୨ ୨୫୩ ୨୩୪୯୨
୩୬ ପଶ୍ଚିମବଙ୍ଗ ୭୮୧ ୧୯୯୫୦୫୭ ୮୩ ୨୧୧୯୭
ମୋଟ ୨୧୫୩୦ ୪୨୪୭୮୦୮୭ ୨୪୯୯ ୫୧୬୭୫୫ ୮୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.