ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) ସଦର? ମହକୁମାର ଦୁଇ ଶୈବ ପୀଠ ଫତେପୁର ଓ ପଳଦାରେ ଧୁମ୍ ଧାମରେ ଶିବ ପାର୍ବତୀ ୍ୱି୍ୱାହ ଅନୁଷ୍ଟିତ ହୋଇ ଯାଇଅଛି। ପାତାଳରୁ ବାହାରି ଥିବା ଫତେପୁରର ବାବା ସ୍ୱପ୍ନେଶ୍ୱର ଓ ପାଳଦାର ବାବା ଜମ୍ୱେଶ୍ୱର ପୀଠରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମର ବାରାନୁ ଗମନରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଯୋଗ ଦେଇଥିଲେ। ସବାରି ଯାତ୍ରାରେ ଆତସ ବାଜି ସହ କୀର୍ତ୍ତନ ମଣ୍ଡଳୀ ସ୍ଥାନୀୟ ରେବ, ମନୋହରପୁର, ଫତେପୁର ତଥା ଦକ୍ଷିଣ ବାଡ ଓ ବଜାର ପରି କ୍ରମା କରିଥଲେ।








