Home ଓଡ଼ିଶା ଟ୍ବିଟ କଲେ ନବୀନ

ଟ୍ବିଟ କଲେ ନବୀନ

665

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଶ୍ରୀମନ୍ଦିର ସୁରକ୍ଷା ପାଇଁ ପୁରୀବାସୀଙ୍କ ତ୍ୟାଗକୁ ଏ ଜାତି କେବେ ବି ଭୁଲିବ ନାହିଁ। ଟ୍ଵିଟ୍‌ କରି ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ କହିଛନ୍ତି କି, ଆପଣମାନଙ୍କ ଅସୁବିଧା ଓ କ୍ଷତିର ଭରଣା ପାଇଁ ସରକାର ସବୁ ବେଳେ ସାଥିରେ ରହିଛି। ଏଥି ସହିତ ସଂସ୍କୃତିର ପ୍ରତୀକ ମଠ ଐତିହ୍ୟ ଓ କୀର୍ତ୍ତିରାଜିର ପୁନର୍ବିକାଶ ଓ ଦେବାଦେବୀଙ୍କ ଗାଦିର ସଂରକ୍ଷଣ ଦିଗରେ ଘୋଷଣା ହୋଇଥିବା ପ୍ୟାକେଜ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.