Home ଓଡ଼ିଶା ଟିକ୍ ଟକ୍ ପାଇଁ ଚାଲିଗଲା ଜୀବନ

ଟିକ୍ ଟକ୍ ପାଇଁ ଚାଲିଗଲା ଜୀବନ

343

ନୂଆଦିଲ୍ଲୀ,୨୬ ।୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : ଟିକ୍ ଟକ୍ ଭିଡିଓ କରିବା  ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । ବିପଦପୂର୍ଣ୍ଣ ଭାବେ କିଛି ବି କରିପକାଉଛନ୍ତି ।   ତେଣିକି ନିଜ ଜୀବନ ଚାଲିଗଲେ ବି, ସେମାନଙ୍କର ଭିଡିଓ ନିଶା ଛାଡୁନି ।

ଏମିତି ଟିକ୍ ଟକରେ ଏକ ଷ୍ଟଣ୍ଡ ଦେଉଥିବା ନଦୀ ସ୍ରୋତରେ ଭାସି ଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି । ଖବର ୩ ଦିନ ପୂର୍ବର ହୋଇଥିଲେ ମଧ୍ୟ ଯୁବକର ଶବ ଗତକାଲି ଉଦ୍ଧାର ହୋଇଛି । ଷ୍ଟଣ୍ଡ କରିଥିବା ଯୁବକର ଭିଡିଓ ଏବେ ସାମ୍ନାକୁ ଆସିଛି । ତେବେ ଏହି ଘଟଣାଟି ବିହାରର ଦରଭଙ୍ଗା ଜିଲ୍ଲାରେ ହୋଇଛି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.