Home Top News ଚୀନ୍‌ ସେନା ଦେଲା ସୂଚନା – ଅରୁଣାଚଳ ପ୍ରଦେଶରୁ ଅପହୃତ “ମିରାମ ତାରୋନ୍‌” ଚୀନ ସେନା...

ଚୀନ୍‌ ସେନା ଦେଲା ସୂଚନା – ଅରୁଣାଚଳ ପ୍ରଦେଶରୁ ଅପହୃତ “ମିରାମ ତାରୋନ୍‌” ଚୀନ ସେନା ପାଖରେ ଅଛି

87

ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) ଚୀନ୍‌ ସେନା PLA ଦେଲା ସୂଚନା। ଅରୁଣାଚଳ ପ୍ରଦେଶରୁ ଅପହୃତ “ମିରାମ ତାରୋନ୍‌” ଚୀନ ସେନା ପାଖରେ ଅଛି।

ସୂଚନାଯୋଗ୍ୟଯେ, ତିନିଦିନତଳେ ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିଲା “ମିରାମ ତାରୋନ୍‌”। ୧୭ ବର୍ଷିୟ ‘ମିରାମ ତାରୋନ୍‌’କୁ ଶେଷରେ ଚୀନ ସେନାକୁ ମିଳିଥିବା କହିଛି PLA।

ଏ ନେଇ ଚୀନ୍ ଆର୍ମି PLA ଏହା ବିଷୟରେ ଭାରତୀୟ ସେନାକୁ ସୂଚନା ଦେଇଛି।

ପୂର୍ବରୁ ଚୀନ ସେନା ତାରୋନକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.