Home କୋରାପୁଟ କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ କାଳୀକୃଷ୍ଣ ସଂଘର ଭଜନ ଓ ସଂକୀର୍ତନ

କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ କାଳୀକୃଷ୍ଣ ସଂଘର ଭଜନ ଓ ସଂକୀର୍ତନ

79

କୋରାପୁଟ ; ତା୧୯-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ)କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସ୍ୱାମୀ ସତ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ୭୭ ତମ ଧରାଅବତରଣ ଦିବସ ପାଳନ ଅବସରରେ କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ସଂଘର କର୍ମକର୍ତାମାନେ ଭଜନ ଓ ସଂକୀର୍ତନ କରିଥିଲେ । ବିଦ୍ୟାଳୟର ଛାତ୍ରମାନଙ୍କୁ ସ୍କୁଲବ୍ୟାଗ , ବିସ୍କୁଟ ଓ ପାଉଁରୁଟି ବଂଟନ କରାଯିବା ସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଜଗଦାନନ୍ଦଜୀଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ , ଶିକ୍ଷକ ଓ ଛାତ୍ରମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.