ad
ଓଡ଼ିଶା

କେତୋଟି ଓଏଏସ ପଦବି ଖାଲି ?

ଭୁବନେଶ୍ଵର, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଓଡିଶାର କେତୋଟି ଓଏଏସ ପଦବି ଖାଲି ରହିଛି ବୋଲି ବିରମୀତ୍ରପୁର ବିଜେପି ବିଧାୟକ ଶଙ୍କର ଓରାମଙ୍କ ପ୍ରଶ୍ନ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି। ତେବେ ରାଜ୍ୟରେ ୪୪୨ଟି ଓଏଏସ ପଦବି ଖାଲି ରହିଥିବା ରାଜସ୍ବ ଓ ବିପର୍ଯୟ ମନ୍ତ୍ରୀ ସୁଦାମ ମାରାଣ୍ଡି ଗୃହରେ ତଥ୍ୟ ରଖିଛନ୍ତି।

ମନ୍ତ୍ରୀଙ୍କ କହିଛନ୍ତି ଯେ, ବର୍ତ୍ତମାନ ଖାଲିଥିବା ୧୭୧୧ ଓଏଏସ ପଦବିରୁ ୧୨୬୯ ଓଏଏସ ଅଫିସର ନିଯୁକ୍ତ ହୋଇଛନ୍ତି। ଓଏଏସ କ୍ୟାଡରରୁ ଅନ୍ୟ କ୍ୟାଡର ପଦନ୍ନୋତି କରାଯିବ ନାହିଁ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top