Home କେନ୍ଦୁଝର ଆଜାଦହିନ୍ଦ କ୍ଲବ ପକ୍ଷରୁ ଗ୍ରାମ ସଫେଇ

ଆଜାଦହିନ୍ଦ କ୍ଲବ ପକ୍ଷରୁ ଗ୍ରାମ ସଫେଇ

60

ହାଟଡ଼ିହି, ୧୨ । ୧୦(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ପାଟଣା ସାହିରେ ଆଜାଦ ହିନ୍ଦ କ୍ଲବ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରାଯାଇଛି । କ୍ଲବ ସଦସ୍ୟ ମାନଙ୍କ ଦ୍ୱାରା ଗ୍ରାମର ଡ୍ରେନ, ରାସ୍ତା ସଫେଇ ସହ ଜଗନ୍ନାଥ ମନ୍ଦିର ପରିସର ଓ ମନ୍ଦିର ଠାରୁ ନଦୀବନ୍ଧ ପର୍ଯ୍ୟନ୍ତ ରାସ୍ତାକୁ ସଫା ସୁତରା କରାଯାଇଥିଲା । ଏଥିରେ କ୍ଲବର ସଦସ୍ୟ ପୁର୍ଣ୍ଣଚନ୍ଦ୍ର ବାରିକ, ନବୀନ ନାହାକ, ପୁଥୁଲି ସାହୁ, ଗଙ୍ଗାଧର ପଣ୍ଡା, ଜ୍ୟୋତି ପ୍ରକାଶ ସାହୁ, ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.