Home ଜିଲ୍ଲା ପରିକ୍ରମା ଆକାଶବାଣୀ ପୁରୀର ଜୁନ ୨୯ ତାରିଖରେ ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ

ଆକାଶବାଣୀ ପୁରୀର ଜୁନ ୨୯ ତାରିଖରେ ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ

97

ପୁରୀ ୨୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ୧୯୯୫ମସିହାର ଏହି ଦିନ ରେ ଆକାଶ ବାଣୀ ପୁରୀ ପ୍ରତିଷ୍ଠିତ ହୋଇଥିଲା।ଏହି ଅବସରରେ ବିଶେଷ କାର୍ଯ୍ୟକ୍ରମ (ରୂପେଲୀ ଆଶାର ବାଣୀ)ପ୍ରସ୍ତୁତ କରାଯାଇଥିଲା। ପୁରୀ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି, ରାଜନେତା, ଶ୍ରୋତା, ପୂର୍ବତନ ଓ ବର୍ତ୍ତମାନର ଆକାଶ ବାଣୀ କର୍ମକର୍ତ୍ତାଙ୍କର ଅନୁଭୂତି, ଅଭିମତ ତଥା ଶୁଭେଚ୍ଛା ବାର୍ତ୍ତା ଏଥିରେ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଯୋଜନା କରି ଥିଲେ ଆକାଶବାଣୀ ପୁରୀର ସହକାରୀ ନିର୍ଦ୍ଦେଶକ ଶ୍ରୀମତି କଳ୍ପନା ପରିଡା, ଉପସ୍ଥାପନା କରିଥିଲେ ସନ୍ତୋଷ ଲେଙ୍କା ଓ ଜ୍ୟୋତିର୍ମୟୀ ପଣ୍ଡା। କାର୍ଯ୍ୟକ୍ରମ ସହାୟତା ଦିଲ୍ଲୀପ କୁମାର ନାୟକ। ବୈଷୟିକ ସହାୟତା ଯୋଗାଇ ଥିଲେ ଇଞ୍ଜିନିୟରିଂ ମୁଖ୍ୟ ଶ୍ରୀ ଜତିନ୍ଦ୍ର କର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.