Home ଓଡ଼ିଶା ଅଭିନନ୍ଦନ ଙ୍କୁ ନେଇ ତିଆରି ହୋଇଛି ପେଣ୍ଡାଲ

ଅଭିନନ୍ଦନ ଙ୍କୁ ନେଇ ତିଆରି ହୋଇଛି ପେଣ୍ଡାଲ

605

ନୂଆଦିଲ୍ଲୀ,୦୬/୧୦,(ଓଡ଼ିଆ ପୁଅ ପି ନାଏକ): ବାଲାକୋଟ ଏୟାର ଷ୍ଟ୍ରାଇକ୍ ହିରୋ ଭାବେ ପରିଚୟ ପାଇ ସମସ୍ତଙ୍କ ହୃଦୟରେ ଥିବା ଅଭିନନ୍ଦନ ବର୍ତ୍ତମାନଙ୍କୁ ସମ୍ମାନିତ କରାଯିବ । ଆସନ୍ତା ୮ରେ ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ ଅଭିନନ୍ଦନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି  । ଏହାଛଡା  ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଅଭିନନ୍ଦନଙ୍କ ସମ୍ମାନାର୍ଥେ ଦୁର୍ଗାପୂଜା ମଣ୍ଡପ ତିଆରି କରାଯାଇଛି, ଯାହା ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ଏବଂ ଅଭିନନ୍ଦନଙ୍କ ବୀରତ୍ୱକୁ ଦର୍ଶାଉଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.