ନୂଆଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) : କୋଲକାତାରେ ଅନଲାଇନ ରେଷ୍ଟୁରାଣ୍ଟ ଗାଇଡ ଏବଂ ଫୁଡ ଅର୍ଡରିଙ୍ଗ କମ୍ପାନୀ ଜୋମୋଟୋର କିଛି ଡେଲିଭରି ପାର୍ଟନର ସୋମବାର ଦିନ ଷ୍ଟ୍ରାଇକ୍ କରିବେ, କାରଣ ସେମୋନେ ଗ୍ରାହକମାନଙ୍କୁ ଘୁଷୁରୀ ମାଂସ ଏବଂ ଗୋମାଂସ ଦେବାକୁ ଇଚ୍ଛୁକ ନୁହଁନ୍ତି।
କମ୍ପାନୀର ପ୍ରବକ୍ତା ଏକ ବୟାନରେ କହିଛନ୍ତି, “ହାୱଡ଼ାରେ ଭାଗିଦାରମାନଙ୍କର ଏକ ଛୋଟ ସମୂହ ଯେଉଁମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଆମେ ଏହି ବିଷୟକୁ ଶିଘ୍ର ହିଁ ସମାଧାନ କରିବାକୁ ଚାହଁୁଛୁ।”