Home ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ଯୋଗ ଦୀପ୍ତି ଓ ବ୍ୟାପ୍ତି ପୁସ୍ତକ ଉନ୍ମୋଚିତ

ରାଜ୍ୟପାଳଙ୍କ ଦ୍ୱାରା ଯୋଗ ଦୀପ୍ତି ଓ ବ୍ୟାପ୍ତି ପୁସ୍ତକ ଉନ୍ମୋଚିତ

63

ଭୁବନେଶ୍ୱର: ମହାମଣ୍ଡଳେଶ୍ୱର ଶ୍ରୀ ଗୋବିନ୍ଦ ଦାସ ମହାରାଜଙ୍କ ଦ୍ୱାରା ଲିଖିତ ପୁସ୍ତକ “ଯୋଗ ଦୀପ୍ତି ଓ ବ୍ୟାପ୍ତି” ଆଜି ରାଜ୍ୟପାଳ ଭବନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ସେଠାରେ ଓଡ଼ିଶା ବିଜେପିର ବରିଷ୍ଠ ନେତ୍ରୀ ତଥା ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ସମେତ ପରାଶର ଦାସ ମହାରାଜ ଏବଂ ଆଇନଜିବୀ ପ୍ରଣୟ ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ। ପୁସ୍ତକଟି ପାଠକଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି ଆଶା କରାଯାଉଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.