Home Coronavirus Outbreak ଭୁବନେଶ୍ୱରରେ ଆଜି ଠାରୁ ଡ୍ରୋନ୍ ମାଧ୍ୟମରେ ହେବ ବିଶୋଧକ ସିଞ୍ଚନ

ଭୁବନେଶ୍ୱରରେ ଆଜି ଠାରୁ ଡ୍ରୋନ୍ ମାଧ୍ୟମରେ ହେବ ବିଶୋଧକ ସିଞ୍ଚନ

212

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ଠାରୁ ଡ୍ରୋନ୍ ମାଧ୍ୟମରେ ବିଶୋଧକ ସିଞ୍ଚନ ହେବ। ରାଜମହଲ ଛକ ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ସକାଳ ୮ଟାରୁ ଦିନ ୨ଟା ଯାଏଁ ବିଶୋଧନ କରାଯିବ। କ୍ଷତିକାରକ ରାସାୟନିକ ସିଞ୍ଚନ କରାଯାଉଥିବାରୁ ସତର୍କ କରିଛି ବିଏମସି। ଏନେଇ ଲୋକଙ୍କୁ ଘରୁ ନ ବାହାରିବାକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.