Home Coronavirus Outbreak କରୋନାକୁ ହରାଇ ଘରକୁ ଫେରିଲେ ବିଗ – ବି ଅମିତାଭ ବଚ୍ଚନ

କରୋନାକୁ ହରାଇ ଘରକୁ ଫେରିଲେ ବିଗ – ବି ଅମିତାଭ ବଚ୍ଚନ

75

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) କରୋନାକୁ ହରାଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିଗ – ବି ଅମିତାଭ ବଚ୍ଚନ। ଏ ନେଇ ତାଙ୍କ ପୁଅ ଅଭିଶେକ ବଚ୍ଚନ ଟ୍ୱିଟ କରି ଜଣାଇଛନ୍ତି। ସେ ଲେଖିଛନ୍ତିଯେ, ‘ମୋ ବାପାଙ୍କର କୋଭିଡ -୧୯ ଟେଷ୍ଟ ନେଗେଟିଭ୍ ଆସିଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେ ବର୍ତ୍ତମାନ ଘରେ ରହି ବିଶ୍ରାମ ନେବେ ଆପଣଙ୍କୁ ବହୁତ ଧନ୍ୟବାଦ”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.