ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଟିକାର ଅଭାବ ହେତୁ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳର ସମସ୍ତ କେନ୍ଦ୍ରରେ ୨୨ ମଇରେ ଟୀକାକରଣ ବନ୍ଦ ରହିବ ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସୂତ୍ରରୁ ପ୍ରକାଶ।
Vaccination to remain closed on 22 May at all centers in Pune Municipal corporation area due to shortage of vaccine stock: Pune Municipal Corporation #COVID19
— ANI (@ANI) May 21, 2021