Home Coronavirus Outbreak ତାଜା ଖବର – ଜାନୁଆରୀ ୧୩-୧୪ ରୁ ଦେଶରେ ଟୀକାକରଣ ଆରମ୍ଭ ହୋଇପାରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର...

ତାଜା ଖବର – ଜାନୁଆରୀ ୧୩-୧୪ ରୁ ଦେଶରେ ଟୀକାକରଣ ଆରମ୍ଭ ହୋଇପାରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ ଘୋଷଣା

169

ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଟୀକା ଅନୁମୋଦନ ହେବାର ୧୦ ଦିନ ପରେ କରୋନା ଟିକା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟଯେ, ଯେ DCGI ୩ ଜାନୁଆରୀ ରବିବାର ଦିନ କରୋନା ଟିକାକୁ ଅନୁମୋଦନ କରିଛି। ଏହି ପରିପ୍ରେକ୍ଷୀରେ, ୧୩ କିମ୍ବା ୧୪ ଜାନୁଆରୀରୁ ଦେଶରେ କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟ ସଚିବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.