Home Coronavirus Outbreak ଏହି ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ

ଏହି ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ

369

ନୂଆ ଦିଲ୍ଲୀ ୨୯-୩ (ଓଡ଼ିଆ ପୁଅ) ଗୁଜୁରାଟରେ ଆଉ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜୁରାଟର ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଅହମ୍ମଦାବାଦରେ କରୋନାଙ୍କ ଏହା ହେଉଛି ତୃତୀୟ ମୃତ୍ୟୁ। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ବୟସ ୪୫ ବର୍ଷ ଥିଲା। ସେ ମଧୁମେହରେ ପୀଡିତ ଥିଲେ। ବର୍ତ୍ତମାନ ସୁଦ୍ଧା ୫୫ ଜଣ ଅସୁସ୍ଥ ଥିବାବେଳେ ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି।

ଜାମ୍ମୁ କାଶ୍ମୀର ସରକାରଙ୍କ ମୁଖ୍ୟ ସଚିବ (ଯୋଜନା) ରୋହିତ କନସାଲ କହିଛନ୍ତି ଯେ ଆଜି ସକାଳେ ଶ୍ରୀନଗରରୁ କରୋନା ଭୂତାଣୁ ରୋଗୀଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ କାଶ୍ମୀରରେ କରୋନା ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.