Home Coronavirus Outbreak ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ – ଦେଶର ନିସ୍ୱାର୍ଥ ସେବା ପ୍ରଦାନକାରୀଙ୍କୁ...

ଆସନ୍ତାକାଲି ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ – ଦେଶର ନିସ୍ୱାର୍ଥ ସେବା ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଆହ୍ୱାନ

199

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଆସନ୍ତାକାଲି ୨୨ ମାର୍ଚ୍ଚ ସକାଳ ୭ଟା ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ନିବେଦନ କରିଛନ୍ତି।

ଏହି ଦିନ ସନ୍ଧ୍ୟା ୫ଟା ସମୟରେ ୫ ମିନଟ ପାଇଁ ନିଜ ନିଜ ଘରର ଦ୍ୱାରରେ ଏବଂ ବାଲକୋନୀରେ ଛିଡା ହୋଇ ତାଳି ମାରି କିମ୍ବା ଘଂଟ ବଜାଇ ଆପାତକାଳୀନ ସମୟରେ ଦେଶକୁ ନିସ୍ୱାର୍ଥ ସେବା ଯୋଗାଉଥିବା ଲୋକଙ୍କ ପ୍ରତି କୃତଜ୍ଞତା ଜଣାଇବା ଲାଗି ପୁଣି ଥରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.