Home Top News ତାମିଲନାଡୁ ଶିବକାଶୀରେ ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ – ୬ ମୃତ, ଅନେକ ଆହତ

ତାମିଲନାଡୁ ଶିବକାଶୀରେ ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ – ୬ ମୃତ, ଅନେକ ଆହତ

131

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ତାମିଲନାଡୁ ଶିବକାଶୀରେ ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତାମିଲନାଡୁ ଅଗ୍ନିଶମ ବିଭାଗ ନିଆଁ ଲିଭା କାର୍ଯ୍ୟରେ ଲାଗିଛି।

ସ୍ୱାସ୍ଥ୍ୟ ସେବା ଯୁଗ୍ମ ନିର୍ଦ୍ଦେଶକ ବିରୁଧୁନଗର ଏହାର ପୁଷ୍ଟି କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.