Tag: Social worker Bibhuti Sahoo helps to illness person in Ekagharia Kaniha
ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା ରୋଗାକ୍ରାନ୍ତ ପରିବାରକୁ ଶୁଖିଲା ଖାଦ୍ୟ ଓ ଜରିପାଲ ପ୍ରଦାନ
ତାଳଚେର,୨୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ହରିହରପୁର ପଂଚାୟତ ଅନ୍ତର୍ଗତ ଏକଘରିଆ ଗ୍ରାମର ବାସିନ୍ଦା ନାରାୟଣ ନାୟକ ଗତ କିଛି ଦିନ ହେବ କିଡ଼ନୀ ରୋଗରେ ପୀଡ଼ିତ ହୋଇ ଦୟନୀୟ ଅବସ୍ଥାରେ ଜୀବନ...