Tag: fraud case at koraput
ଠକାମିର ଶିକାର କୋରାପୁଟର ଯୁବକ ; ୨୫ଲକ୍ଷର ଲୋଭ ଦେଖାଇ ୩ଲକ୍ଷ ହଡପ
କୋରାପୁଟ ୨୩-୦୯(ଓଡିଆ ପୁଅ/ରଂଜନ କୁମାର ଦାସ) ୨୫ଲକ୍ଷ ଟଙ୍କା ଲଟେରୀ ଫୁଟିଛି,ସରକାରୀ ଟ୍ୟାକ୍ସ୍ ଓ ସର୍ଭିସ୍ ଦେୟ ପୈଠ ପରେ ଲଟେରୀ ଟଙ୍କା ତୁମ ଆକାଉଇଂଟକୁ ପଠାଇ ଦିଆଯିବ ବୋଲି ଫୋନକଲ ପାଇ...