Tag: congress workers joined bjd
ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମିମାନେ ବିଜେଡିରେ ଯୋଗଦେଲେ
କୋରାପୁଟ ୩୧-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଂଚାୟତର କଂଗ୍ରେସ ଓ ବିଜେପି କର୍ମିମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଜଣାପଡିଛି ।କୋରାପୁଟ ବିଜୁ ପାଠାଗାରରେ ଆୟୋଜିତ...