Tag: Cloud Brust in Islamabad heavy rain
ଅଚାନକ ବଡ଼ ସହରରେ ବହିଲା ସମୁଦ୍ର : ଭାସିଗଲା କାର ସମେତ ବହୁକିଛି, ଦେଖନ୍ତୁ...
ଇସ୍ଲାମାବାଦ୍/ନୂଆ ଦିଲ୍ଲୀ (ଓଡ଼ିଆ ପୁଅ) ପାକିସ୍ଥାନର ଇସ୍ଲାମାବାଦ୍ ସହରରେ ଫାଟିଲା ବାଦଲ। ଚାହୁଁଚାହୁଁ ସହର ଏକ ସମୁଦ୍ରରେ ପରିଣତ ହୋଇଗଲା। ରୋଡ୍ରେ ଭାଙ୍ଗିଲା ଲହଡ଼ି। ବହିଲା ପ୍ରବଳ ସୂଅ। ଏହି ଘଟଣା କୌଣସି...