Home Tags Bhadrka news

Tag: bhadrka news

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପାଳିଲେ ଭିନ୍ନକ୍ଷମ ଦିବସ

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଧାମନଗର ସ୍ଥିତ ଶ୍ରଦ୍ଧାଳୟଠାରେ ଭିନ୍ନ...

ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସାକୁ ବିଲୋପ ପାଇଁ ସମ୍ମିଳତ ପ୍ରୟାସ ଶୀର୍ଷକ...

0
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହରେ ୧୬ ଦିବସୀୟ ଲିଙ୍ଗ ଭିତିକ ଅଭିଯାନ ଅବସରରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା...

ଧାମନଗର ବ୍ଲକ କଂଗ୍ରେସ ତରଫରୁ ମୃତ ଛାତ୍ରୀ ସୌମ୍ୟାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ...

0
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ କଂଗ୍ରେସ ତରଫରୁ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କୁ ବରିଷ୍ଠ ପ୍ରାଧ୍ୟାପକ...

ନେହେରୁ ଷ୍ଟାଡିୟମ୍ ନିର୍ମାଣ ପ୍ରସଙ୍ଗ, ୩ କୋଟି ସରକାରୀ ଅର୍ଥ ପାଣିରେ ଧୋଇଗଲା

0
ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେହେରୁ ଷ୍ଟାଡିୟମ୍‌ର ଉନ୍ନତିକରଣ ପାଇଁ ବ୍ୟୟ କରାଯାଇଥିବା ୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଣିରେ ଧୋଇଗଲା। ୨୦୨୨ ମସିହାରେ ନେହେରୁ...

କବି ବସନ୍ତ ମୁଦୁଲିଙ୍କ ୩୯ତମ ଶ୍ରାଦ୍ଧୋତ୍ସବ ପାଳିତ

0
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କବିଟିଏର ପାର୍ôଥବ ଶରୀର ଭଙ୍ଗୁର ହେଲେ ବି ତା'ର ସ୍ୱପ୍ନ ଓ ଚେତନାର ମୃତ୍ୟୁ ନ ଥାଏ।ଅବର୍ତମାନରେ ମଧ୍‌ଯ ତାଙ୍କ କାବ୍ୟସ୍ୱର...

ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ମୌଳିକ କର୍ତବ୍ୟ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

0
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ଆଇନ୍‌ସେବା ପ୍ରାଧୀକରଣ, କଟକଙ୍କ ପ୍ରଦତ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ଅନୁସାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ...

ଗୋ ଚାଲାଣରୁ ରକ୍ତପାତ ମାମଲା, ଆଇସିୟୁରେ ସନ୍ତୋଷ, ୬ ଗିରଫ

0
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋ ଚାଲାଣରୁ ରକ୍ତପାତ ଘଟଣା ଘଟିଥିଲା ମେ ୩୦ ତାରିଖରେ। ମଧ୍ୟସ୍ଥି କରିବାକୁ ଯାଇ ସନ୍ତୋଷ ପରିଡ଼ା (୩୨) ଏବେ ରାଜଧାନୀର...

ବାଲି ଚୋରି ପରେ ଏବେ ମହରମ ବୋଝେଇ ତିନୋଟି ହାଇୱା ଧାମନଗର ପୋଲିସ ଦ୍ୱାରା...

0
ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ବିଭିନ୍ନ ସ୍ଥାନରୁ ଏବେ ବେଆଇନି ଭାବେ ମାଟି ଓ ବାଲି ଚୋରା ଚାଲାଣ ହେଉଥିବା...

ଧାନ କିଣାରେ କଟନୀ ଛଟନିକୁ ନେଇ ଜିଲ୍ଳା ପରିଷଦ ବୈଠକରେ ହଂଗାମା

0
ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ସପ୍ତମ ଜିଲ୍ଲପାରିଷଦ ବୈଠକ ଆରମ୍ଭ ରୁ ହଂଗାମା କଲେ ଚାଷୀ। ଜିଲ୍ଲାରେ ମିଲର ମାନେ...

ଧାମରାରେ ଗଙ୍ଗାମାତା ପୂଜା ୪୩ ବର୍ଷରେ ପଦାର୍ପଣ କଲା

0
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରାରେ ମତ୍ସ୍ୟଜିବୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଙ୍ଗା ମାତା ପୂଜା ୪୩ବର୍ଷରେ ପଦାର୍ପନ କରିଛି। ପବିତ୍ର ମକର ସଂକ୍ରାନ୍ତି...

ମକର ସଂକ୍ରାନ୍ତିରେ ଉତ୍ôସବମୁଖର ଭଦ୍ରକର ମା’ କାଳୀତ୍ରା ପୀଠ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟ ଉତ୍କଳ ଭୂଇଁର ଗୋଡ଼ି-ମାଟି, ନଦ-ନଦୀ, ପାଣି-ପବନ ସବୁରି ଦେହରେ ନାନା ଦେବାଦେବୀଙ୍କର ଅସ୍ତିତ୍ୱ ଏଭଳି ଲୁଚି ରହିଛି ଯେ,...

ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ମାରାଥନ ଉଦଘାଟନ

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଦ୍ୱାରା ଆଜି ୬୬ଲକ୍ଷଟଙ୍କାର ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ର ମାରାଥନ ଉଦଘାଟନ ହୋଇଯାଇଛି।...

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ

0
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରବାସୀ ଭାରତୀୟମାନଙ୍କର ଦେଶ ଗଠନରେ ଭୂମିକା ଓ କର୍ତବ୍ୟକୁ ସମ୍ମାନ ଜଣାଇବା ସହ ଆର୍ନ୍ତଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କୃତିତ୍ୱକୁ ସାର୍ବଜନୀନ...

ମୃତ କୃଷକ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ, ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଶକ୍ତି...

0
ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଜୀବନ୍ତ ତାର ସ୍ପର୍ଶରେ ମୃତ୍ୟୁବରଣ କରିଥିବା ଏହି ଜିଲାର ତଳଗୋପବିନ୍ଧା ଗ୍ରାମର ଜଣେ କୃଷକଙ୍କ ପରିବାରକୁ...

ଡ଼େଙ୍ଗୁ ନିରାକରଣ ନିମନ୍ତେ ଅନ୍ତର୍ବିଭାଗୀୟ ସମନ୍ୱୟତା ନେଇ ଜିଲ୍ଲାସ୍ତରୀୟ ବୈଠକ, ଦାୟିତ୍ୱ ନିର୍ବାହ ପାଇଁ...

0
ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଡେଙ୍ଗୁ ପ୍ରବଣ ସମୟ ଆରମ୍ଭ ହୋଇ ଯାଇଥିବାରୁ ଏହାର ନିରାକରଣ ନିମନ୍ତେ ମଶା ଉତ୍ପତି ସ୍ଥଳ ନଷ୍ଟ କରିବା, ଡ଼େଙ୍ଗୁଜ୍ୱର ପରୀକ୍ଷା...

ଭାଗଡା ନାରାୟଣପୁର ଟୋଲପ୍ଲାଜା, ଦାୟିତ୍ୱ ଗ୍ରହଣ କଲା ରାନଚୋର ଇନ୍‌ଫ୍ରା

0
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଭାଗଡା ନାରାୟଣପୁର ଟୋଲପ୍ଲାଜା ଉତ୍ତରପ୍ରଦେଶର ରାନଚୋର ଇନଫ୍ରା କମ୍ପାନୀ ଗତ...

ଏ.ସି.ବି. ଫାଉଣ୍ଡେସନର ପ୍ରତିଷ୍ଠା ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା ଓ ଶୀତବସ୍ତ୍ର ବଣ୍ଟନ

0
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବନ୍ତ ବ୍ଲକ ସନ୍ନିକଟ ଏ.ସି.ବି. ଫାଉଣ୍ଡେସନନ କାହାଳିଆଗଢିଆର ବାର୍ଷିକ ପ୍ରତିଷ୍ଠା ଉତ୍ସବ, ପ୍ରତିଭା ସମ୍ବର୍ଦ୍ଧନା ଓ ଶୀତବସ୍ତ୍ର ବଣ୍ଟନ...

ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଟଂ ଉଦଯାପିତ

0
ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗରସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ସ୍ଥାନୀୟ ଫାଇଟର କ୍ଲବ ପକ୍ଷରୁ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଟଂ ଉଦଯାପିତ ହୋଇଯାଇଛି । ଏହି...

‘ବିଚାରଧାରା ମାଧ୍ୟମରେ ସଙ୍ଗଠନ ବୃଦ୍ଧି ଚିରସ୍ଥାୟୀ’; ବିଜେପି ପ୍ରଶିକ୍ଷଣ ଶିବିର ଉଦଯାପିତ

0
ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ଶାଖା ପକ୍ଷରୁ ଭଣ୍ଡାରିପୋଖରୀ ଓ ସୁବର୍ଣର୍ମୁଖି ମଣ୍ଡଳର ବଦ୍ରୀନାରାୟଣ ଧଳଙ୍କ ନେତୃତତ୍ୱରେ ଅନୁଷ୍ଠିତ ଦ୍ୱିଦିବସୀୟ ପ୍ରଶିକ୍ଷଣ...

ପ୍ରସ୍ଥାବିତ ଠିପି ଖୋଲା ମଦ ଦୋକାନ ସ୍ଥାନ ଅନୁଧ୍ୟାନ, ଓ ଅଭିଯୋଗକାରୀଙ୍କ ସହିତ ଆଲୋଚନା...

0
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ଏନଏସି ଅଂଚଳ ଅଧିନସ୍ଥ ଧାମନଗର-ଚୁଡାକୁଟୀ ରାସ୍ତାର ରାହାପିତା ଠାରେ ପ୍ରସ୍ଥାବିତ ସରକାରୀ ସ୍ୱିତୃତୀପ୍ରାପ୍ତ ଠିପି ଖୋଲା ମଦ ଦୋକାନ ଖୋଲିବା...