Home Tags Bhadrak News

Tag: Bhadrak News

ପୁରୁଣାବଜାର ଥାନା ଅଂଚଳରୁ ୨ଟି ନକଲି ଜର୍ଦ୍ଦା କାରଖାନା ଠାବ,୪ କୋର୍ଟ ଚାଲାଣ

0
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ପୁରୁଣାବଜାର ଥାନା ଅଂଚଳରେ ସ୍ଥାନୀୟ ପୁଲିସ୍ ଚଢାଉ କରି ଦୁଇଟି ସ୍ଥାନରେ ତିଆରି ହେଉଥିବା ନକଲି ଜର୍ଦ୍ଦା କାରଖାନା ଜବତ କରିଛି।...

ସମିତି ଉପ-ସଭାପତିଙ୍କ କାର୍ଯ୍ୟଭାର ଗ୍ରହଣ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ରାମକୃଷ୍ଣପୁର ସେବା ସମବାୟ ସମିତିର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଭକ୍ତିପଦ...

ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ଉଠିଲା ଚାଷୀ ଙ୍କ ଧାନ,ବିନା କଟଣି ରେ ମଣ୍ଡି...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଠାରେ ଖୋଲା ଯାଇଥିବା ଧାନମଣ୍ଡିରେ କ୍ୱିଂଟାଲ ପିଛା ୧୨ ରୁ ୧୬ କି.ଗ୍ରା ଲେଖାଏଁ...

ଡିଜେର ଉତ୍କଟ ଶବ୍ଦରୁ ମୁକ୍ତି ନାହିଁ,କାଗଜ କଲମ ରେ ସୀମିତ ଆଇନ, ମୁଣ୍ଡ ନେଉଛି...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହର ସମେତ ଜିଲ୍ଲାରେ ଡିଜେ ଶବ୍ଦ ପାଇଁ ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକ, ବରିଷ୍ଠ ନାଗରିକ, ବିଦ୍ୟାର୍ଥୀ। ନ୍ୟାୟାଳୟଙ୍କ ପ୍ରତିବନ୍ଧକ ସତ୍ୱେ...

ପାଳସାହି ଏବଂ ରଇପୁର ଅଂଚଳ ରେ ମହାସମାରୋହେ ଘୋଷଯାତ୍ରା ପାଳିତ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଏବଂ ରଇପୁର ଅଂଚଳ ରେ ମହାସମୋରୋହ ସହକାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇ...

ମଙ୍ଗଳପୁର ଓ ନରେନ୍ଦ୍ରପୁରରେ ରଥାଯାତ୍ରା ଅନୁଷ୍ଠିତ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ଓ ନରେନ୍ଦ୍ରପୁର ଗ୍ରାମରେ ରଥାଯାତ୍ରା ମହା ସମାରୋହରେ ପାଳିତ ହୋଇ ଯାଇଛି। ମଙ୍ଗଳପୁରରେ ସକାଳେ...

ଲଗାଣ ବର୍ଷା ଧୋଇ ଦେବ ଆତରା ତଳି, ଚିନ୍ତାରେ ଚାଷୀକୂଳ,ମାଗଣା ବିହନ ଯୋଗାଇ ଦେବାକୁ...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଧିକାଂଶ ପଂଚାୟତ ଖରିଫ୍ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି। ଖରିଫ୍ ଧାନରୁ ସେମାନେ ନିଜର ଅତ୍ୟାବଶ୍ୟକ...

କୋଇଲେଖା ପ୍ରାଥମିକ ବିଦ୍ୟାଳୟରୁ ମଧ୍‌ଯାହ୍ନ ଭୋଜନ ଚାଉଳ ଚୋରୀ,ଅଙ୍ଗବାଡିକେନ୍ଦ୍ରରେ ଭାଙ୍ଗିଲେ ତାଲା

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଥିବା କୋଇଲେଖା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବିଦ୍‌ଯାଳୟ...

ଲଗାଣ ଝଡବର୍ଷାରେ ଭାଙ୍ଗିଲା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାର ତ୍ରିଶୂଳ ଦଣ୍ଡ ; ଖସିପଡିଲା ବାନା...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ୩ଦିନ ହେଲା ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆରଡି ତଥା ଆଖପାଖ ଅଂଚଳରେ ଲାଗି ରହିଛି ଲଗାଣ ବର୍ଷା। ଲଗାଣ...

ଲଗାଣବର୍ଷାରେ ଚାଲିଛି ଜାତୀୟରାଜପଥର ଢଳେଇ କଂକ୍ରିଟ କାର୍ଯ୍ୟ,ସକାଳେ ହେଲା ; ସଂଜରେ ଧୋଇଗଲା, ବର୍ଷାପାଣିରେ...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମୌସୁମୀ ପ୍ରଭାବରେ ଗତ ୩ଦିନ ହେଲା ଆରଡି ସମେତ ଆଖପାଖ ଅଞ୍ଚଳରେ ଲାଗି ରହିଛି ଲଗାଣ ଝଡବର୍ଷା। ତୁହାକୁତୁହା ବର୍ଷା ଲାଗି ରହିଥିବାରୁ...

ଡିଜେ ଗାଡ଼ି ଓଲଟି ନାବାଳକ ମୃତ ଘଟଣାରେ ୩ ଦିନ ପରେ ପ୍ରଶାସନ ଓ...

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମନଗର ଥାନା ଭଗବାନପୁର ପଂଚାୟତ ଅନହରପୁର ଗ୍ରାମ ରେ ରଥଟଣା ସମୟରେ ଡିଜେ ଗାଡ଼ି ଓଲୋଟି ପଡି ଦୁର୍ଘଟଣାରେ ୧୨ ବର୍ଷ ବୟସ୍କ...

ଯମୁନା ପୃଷ୍ଟିଙ୍କ ସ୍ମୃତିଚାରଣ ସଭାରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ପୃଷ୍ଟୀସାହି ଗ୍ରାମ ନିବାସୀ ତଥା ଜଣେ ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତା...

ଭଦ୍ରକରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

0
ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଦିବା ୧୧ଘଟିକା ସମୟ ରେ ଭାରତର ଅର୍ଥନୀତିର ଅନ୍ୟତମ ମହାନାୟକ ପି.ସି. ମହାଲୋନୋବିଶଙ୍କ ତଥା ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପାଳ ଦିଲିପ...

ଗବସାହି ଲେବେଲ କ୍ରସିଂରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ ଗବସାହି ଲେବଲ କ୍ରସିଂ ଉପରେ ଏକ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଦାବି...

୬୧ ତମ ରାଜ୍ୟ ସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ...

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ନିଷ୍ଟ ବିଶ୍ୱବିଦ୍ୟାଳୟ ଠାରେ ଆରମ୍ଭ ହେବାକୁ ଯାଉଥିବା ୬୧ ତମ ରାଜ୍ୟସ୍ତରୀୟ କନିଷ୍ଠ ବାସ୍କେଟବଲ ପ୍ରତିଯୋଗିତା...

ଲଘୁଚାପ ଜନିତ ଲଗାଣ ବର୍ଷାରେ ସହରର ସ୍ଥିତି ବେହାଲ, ସବୁ ଗଳିକନ୍ଦିରେ ପାଣି

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେତା ଆସୁଛନ୍ତି ଯାଉଛନ୍ତି। ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଜାରି କରୁଛନ୍ତି। ଦୀର୍ଘବର୍ଷ ଧରି ଭଦ୍ରକ ସହରର ଜଳାର୍ଣ୍ଣବ ପରିସ୍ଥିତି ସୁଧୁରୁନାହିଁ। ସବୁ...

ଅନହରପୁରରେ ଡିଜେ ଓଲଟି ନାବାଳକ ମୃତ୍ୟୁ ଘଟଣା, ଦୁଃଖରେ ଭାଙ୍ଗି ପଡିଛନ୍ତି ବିଧବା ମା...

0
ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାପାର ବର୍ଷିକିଆ ଯାଇନି। ମା'ର ଆଖିରୁ ଲୁହ ଶୁଖିନି। ସଂସାର ସଜାଡ଼ି ହୋଇନି। ହେଲେ ଭଗବାନଙ୍କ କଣ ଥିଲା ନିଷ୍ପତି, ଗୋଟିଏ...

ଭଦ୍ରକ ଜିଲାର ୧୨୦ଟି ସ୍ଥାନରେ ଜଗନ୍ନାଥଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସରକାରୀ ସ୍ଥରରୁ ମିଳିଥିବା ତଥ୍ୟ ଅନୁସାରେ ଜିଲା ବ୍ୟାପି...

ହରିବୋଲ କ୍ଷେତ୍ରରେ ଗଡ଼ିଲା ତିନି ରଥ, ଛେରା ପହଁରା କଲେ ଜିଲାପାଳ

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ହରିବୋଲ କ୍ଷେତ୍ର ଭଦ୍ରକ ବ୍ଲକ୍ କେଶପୁର ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ବିରାଜିତ ଚତୁର୍ଦ୍ଧାମୂର୍ତିଙ୍କ ପବିତ୍ର ଘୋଷଯାତ...

ରାଷ୍ଟ୍ରପତିଙ୍କୁ ଭେଟିଲେ ବିଶ୍ୱାବସୁ ଫାଉଣ୍ଡେସନ୍

0
ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସରେ ଖଣ୍ଡପଡା ଆସି ପ୍ରଭୁ ଶ୍ରୀନିଳମାଧବ କ୍ଷେତ୍ର କଂଟିଲୋ ଏବଂ ଶବର ରାଜା...