Tag: Bhadrak News
ଉଚ୍ଛେଦ ହେଲା ଚାନ୍ଦବାଲି ବଜାର
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବଜ଼ାର ଉଛେଦ ହୋଇଛି । ଏ ନ ସି ଅଫିସ ଠାରୁ ମଧୁବାବୁ ଛକ ପଯ୍ୟନ୍ତ ବାମ...
ଏମ୍ଏସ୍ଏମ୍ଇ ପାଇଁ ପ୍ରସାର ଏବଂ ସଚେତନତା କର୍ମଶାଳା
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ ଏମ୍ଇ) ବିଭାଗ, ଭଦ୍ରକରେ "ଟ୍ରେଡସ୍ ମାଧ୍ୟମରେ ବିଲ୍ ରିହାତି" ଉପରେ...
ଜବରଦଖଲକାରୀଙ୍କ କବଜାରେ ପ୍ରସ୍ତାବିତ ଦୋବଲ ବସଷ୍ଟାଣ୍ଡ, ଅହଙ୍କାର ପାଇଁ ୫ କୋଟି ଟଙ୍କା ପାଣିରେ...
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରାମାଂଚଳର ଉନ୍ନତୀ ପାଇଁ ସବୁବେଳେ ସରକାର ଙ୍କ ପ୍ରତିଶ୍ରୁତି ଥାଏ ତାହାବି ପୁରଣ କରା ଯାଏ ମାତ୍ର ଅହଙ୍କାର ରେ ବି...
ନାବାଳୀକା ଝିଅକୁ ଅପହରଣ ଏକ ମାସ ପରେ ପୁଲିସ ହାତ ଖାଲି, ଏସପି ଅଫିସରେ...
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଭଗବାନପୁର ଅଧୀନ ଗୁଆପୋଖରି ଗ୍ରାମ ର ଜଣେ ନାବାଳିକ ଛାତ୍ରୀ ଅପହରଣ ହେବାର ମାସେ ପରେବି...
ଧାମନଗର ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଡଉ, ୪ ମଦ ବେପାରୀ ଗିରଫ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ପୁଲିସ ଓ ଅବକାରୀ ବିଭାଗ ମିଳିତ ରେ ଧାମନଗର ଅଂଚଳ ରେ ବିଭିନ୍ନ ସ୍ଥାନରେ ଚୋରା ମଦ...
ସହରାଂଚଳ ଥାନା ପକ୍ଷରୁ ଆଂଟି ତବାକୋ ଅଭିଯାନ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରକୁ ତବାକୋ ମୁକ୍ତ କରିବା ଲକ୍ଷ୍ୟ ନେଇ ଭଦ୍ରକ ସହରାଂଚଳ ଥାନା ପୁଲିସ୍ ପକ୍ଷରୁ ଆଂଟି ତବାକୋ ଅଭିଯାନ ଆରମ୍ଭ...
୧୬.୬୩ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ରାତିରେ ଭଦ୍ରକ ସହରାଂଚଳ ଥାନାର ଏସଆଇ ଗୁରୁବାରୀ ସଏ ଅନ୍ୟ କମର୍ଚାରୀଙ୍କ ସହ ନାଇଟ୍ ପାଟ୍ରୋଲିଂ କରୁଥିବାବେଳେ ଏକ ପଲସର...
ସିସିଟିଭି କ୍ୟାମେରା ଚୋରଙ୍କୁ ଧରିଲା ସହରାଂଚଳ ପୁଲିସ୍
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର କେତେକ ବ୍ୟବସାୟିକ ପ୍ରତିଷ୍ଠାନରୁ ଏ.ସି. ର କପର ତାର ଚୋରି ହେବାର କିଛି ମାସ ପରେ ସିସି ଟିଭି...
୪୫ ତମ ସଡ଼କ ସୁରକ୍ଷା ସମିତି ବୈଠକ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ବୁଧବାର ଅପରାହ୍ନ ୪ଘଟିକା ରେ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଙ୍କ ସଭାପତିତ୍ୱରେ ୪୫ ତମ...
ଏସିଡ଼୍ ଆକ୍ରମଣ ଏବଂ ପିଡ଼ିତା କ୍ଷତିପୂରଣ ଯୋଜନା ସମ୍ବନ୍ଧୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଆଇନ୍?ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚରମ୍ପା ମହାବିଦ୍ୟାଳୟ, ଚରମ୍ପା ଠାରେ ଏସିଡ଼ ଆକ୍ରମଣ ଜନିତ ପିଡ଼ିତା କ୍ଷତି...
ଭାଗବତ ଜନ୍ମ ଉତ୍ସବ ପାଳିତ,ଶ୍ରୀଜଗନ୍ନାଥ ସଂସ୍କୃତି ଆମ ମାନବୀୟ ସଂସ୍କୃତିର ମୌଳିକ ଉତ୍ସ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ସଂସ୍କୃତି ଆମ ମାନବୀୟ ସଂସ୍କୃତିର ମୌଳିକ ଉତ୍ସ। ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ମଣିଷକୁ ଅତି ଶୁଦ୍ଧ ଓ ପବିତ୍ର...
ଛାତ୍ରଛାତ୍ରୀଙ୍କ ୁଶ୍ରମିକ ସଜାଇବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଗୋପିନାଥପୁର ସରପଂଚ ବାପୁନ ବାରିକ
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜ ଅଂଚଳରବିଦ୍ୟାଳୟ ଯାଉଥିବାଛାତ୍ରଛାତ୍ରୀଙ୍କୁମନରେଗାକାର୍ଯ୍ୟରେଶ୍ରମିକସଜେଇ ଅର୍ଥ ହରିଲୁଟକରିଥିବାସରପଂଚଙ୍କୁ ଆଜିକାର୍ଯ୍ୟରୁନିଲମ୍ବିତକରାଯାଇଛି। ପ୍ରାପ୍ତ ଖବର ଅନୁଯାଇଚାନ୍ଦବାଲିବ୍ଲକଗୋପିନାଥ ପୁର ପଂଚାୟତରେ ୨୦୨୧-୨୨ ଏବଂ ୨୦୨୩-୨୪ ଆର୍ଥିିକବର୍ଷରେଗୋପିନାଥ ପୁରସରପଂଚବାପୁନ...
ଫାର୍ଶିବନ୍ଧ ଗୋଚର ସ୍ଥାନରୁ ଉଚ୍ଛେଦ କେବେ?
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାନ୍ଦବାଲି ତହସିଲ ଅଧିନ ଫାର୍ଶିବନ୍ଧ ଗ୍ରାମରେ ସରକାରୀ ସ୍ଥାନକୁ ଦୀର୍ଘଦିନ ହେବ ନିଜ ଅକ୍ତିଆର କୁ ନେଇ ଦଖଲ କରୁଥିବା ବ୍ୟକ୍ତି ବିଶେଷଙ୍କୁ...
ବଡ ସରକାର ବାବାଙ୍କ ୧୧ ତମ ବାର୍ଷିକ “ଫାତେହା” ଓ ଉର୍ଷ-ଏ -କାଦରିଆ ର...
ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହା ପରିସରରେ "ଗୁଲଶନେ ଗୌସପାକ ଟ୍ରଷ୍ଟ " ର ଏକ ଗୁରୁତ୍ୱପୂର୍ଣ ପ୍ରସ୍ତୁତି...
ବିଜେପି ପୂର୍ବତନ ମଣ୍ଡଳ ସମ୍ପାଦକଙ୍କ ବିୟୋଗ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଷେଣ୍ଢତିରା ପଚାଂୟତ ବିଜେପିର ପୂର୍ବତନ ମଣ୍ଡଳ ସମ୍ପାଦକ ତଥା ଷେଣ୍ଢତୀରା ଗ୍ରାମର ଯୁବନେତା ତାପସ କୁମାର ଖଣ୍ଡାଇ(୪୬)ଙ୍କର ସୋମବାର...
ନାଟ୍ୟକାର ଦେବେନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ସଭା
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ନାଟ୍ୟକାର ତଥା ବରିଷ୍ଠ ରାଜନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି...
ଡାଲିଯାତୀୟ ଫସଲ ରେ କ୍ଷେତ୍ର ଦିବସ ରେ ଚାଷୀଙ୍କୁ ସଚେତନ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର କୃଷି ବିଭାଗ ପକ୍ଷରୁ ପତିତ ଜମିରେ ଡାଲି ଜାତୀୟ ଫସଲ ପ୍ରଦର୍ଶନ ର କ୍ଷେତ୍ର ଦିବସ ରେ ଚାଷୀଙ୍କୁ ଡାଲି...
ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସପ୍ତମ ଅଧିବେଶନ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ କକ୍ଷ “ନିତ୍ୟାନନ୍ଦ ଭବନ”, କୁଆଁସ ଠାରେ ସଂଘର ଏ ବର୍ଷର ସପ୍ତମ...
ବାବା ବୁଢା ଗଣେଷଙ୍କର ତୈଳ ଚିତ୍ର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ସ୍ଥାପନା
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପ୍ରସିଦ୍ଧ ଐତିହାସିକ ବାବା ବୁଢା ଗଣେଷଙ୍କର ଏକ ତୈଳଚିତ୍ର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କର ଉପସ୍ଥିତିରେ ସ୍ଥାପନା କରାଯାଇଅଛି । ଉକ୍ତ...
ବ୍ରାଉନ ସୁଗାର ବେପାରକୁ ବିରୋଧ କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ରାଉନ ସୁଗାର ବେପାରକୁ ବିରୋଧ କରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ପରେ ତାଙ୍କୁ ଉଦ୍ଧାର କରି ଗୁରୁତ୍ୱର ଭଦ୍ରକ ଜିଲ୍ଲା ମୁଖ୍ୟ...
























