Home Tags Bhadrak News

Tag: Bhadrak News

ଭଦ୍ରକ ସର୍କିଟ ହାଉସରେ ବୁଦ୍ଧିଜୀବୀଙ୍କ ସହ ମହାମହିମ ରାଜ୍ୟପାଳଙ୍କ ଆଲୋଚନା

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱଲାଭ କରିଥିବା ବୁଦ୍ଧିଜୀବୀମାନଙ୍କ ସହିତ ଭଦ୍ରକ ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ପୌରୋହିତ୍ୟରେ...

ପୁରୀ ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ସେବା ନାମରେ ଲକ୍ଷାଧିକ ଟଙ୍କା ଚଳୁ , ଓଆଇସି...

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନାମରେ କେତେକ ସ୍ୱେଚ୍ଛାସେବୀ ସଂଗଠନ କୋଟି କୋଟି ଟଙ୍କା ଆଦାୟ କରି ମହାପ୍ରଭୁଙ୍କ ରଥଯାତ୍ରାରୁ ନୀଳାଦ୍ରି ବିଜେ...

ରାଜ୍ୟପାଳଙ୍କ ଭଦ୍ରକ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ, ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟପାଳ ଡ.ହରି ବାବୁ କମ୍ଭମପତି ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଦ୍ୱିତୀୟ ଦିନରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ଏବଂ...

ଆଖୁଆପଦା ଜଳସଂପଦ କଲୋନୀରେ ବୃକ୍ଷ ଲଗାଇଲେ ବିଭାଗୀୟ କର୍ତୃପକ୍ଷ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ଆସ ଗୋଟେ ଗଛ ଲଗାଇବା, ଆମ ଭବିଷ୍ୟତ ଆମେ ଗଢିବା’ । ଏଭଳି ଏକ ମହତ୍ ସ୍ଲୋଗାନ ଦେଇ ଦିନସାରା ଆଖୁଆପଦା...

ଭଦ୍ରକର ଯୁବ ନେତା ନଳିନୀକାନ୍ତ ମହାନ୍ତି ହେଲେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ଯୁବ...

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ନଳିନୀକାନ୍ତ ମହାନ୍ତି ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତି...

ସଫଳତା ପାଇଁ ଦକ୍ଷତା ଆବଶ୍ୟକ- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଅସୁରାଳି ସ୍କିଲ ଇଣ୍ଡିଆ...

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମଙ୍ଗଳବାର ଅପରାହ୍ନରେ ଧାମନଗର ବ୍ଲକ ଅସୁରାଳି ସ୍ଥିତ ସ୍କିଲ ଇଣ୍ଡିଆ ସେଂଟର ପରିଦର୍ଶନ...

ଭଦ୍ରକ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କଲେ ମହାମହିମ ରାଜ୍ୟପାଳ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମହିମ ରାଜ୍ୟପାଳ ଡ.ହରି ବାବୁ କମ୍ଭମପତିି ଆଜି ଦିବା ୧୦.୦୦ ଘଟିକା ସମୟରେ ଭଦ୍ରକର ନୂତନ ପ୍ରଦକ୍ଷଣ ଗୃହ ଠାରେ ଭଦ୍ରକ...

ଧାମନଗର ମହାବିଦ୍ୟାଳୟରେ ଆତ୍ମହତ୍ୟା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲା ପୋଲିସ ତରଫରୁ ଆତ୍ମହତ୍ୟା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଧାମନଗର ଏସଡିପିଓ...

ସେପ୍ଟେମ୍ବର ୧୩ ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା କୋର୍ଟ ପରିସରରେ ୨୦୨୫ ମସିହାର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ସେପ୍େଟମ୍ବର ୧୩ ତାରିଖ ରେ ଅନୁଷ୍ଠିତ ହେବ। ଜିଲ୍ଲା...

ବୈଷ୍ଣବ ସାହିତ୍ୟ ଭାବ ଓ ଚଳଣିର ଶୁଦ୍ଧଧାରା, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ନୀହାର...

ଅପରାଧ ନିୟନ୍ତ୍ରଣରେ ଭଦ୍ରକ ଏସ୍‌ପିଙ୍କ ହେଲପ୍ ଲାଇନ୍ ନମ୍ବର ଜାରି

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାରେ ଅପରାଧ ନିୟନ୍ତ୍ରଣ ରୋକିବା ନେଇ ଏସ୍‌ପି ମନୋଜ ରାଉତ ହେଲପ୍ ଲାଇନ୍ ନମ୍ବର ଜାରି କରିଛନ୍ତି। ଏହାଫଳରେ ଲୋକେ...

ମଠ ମନ୍ଦିରରୁ ଚୋରୀ ସାମଗ୍ରୀ ସହ ଦୁଇ ଚୋର ଗିରଫ, ବାଇକ୍ ଜବତ, ପୁଲିସ୍‌ର...

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅଂଚଳରେ ମଠ ମନ୍ଦିରରୁ ଚୋରି ଘଟଣାରେ ୨ ଜଣଙ୍କୁ ଧାମନଗର ପୋଲିସ ଗିରଫ କରି କୋର୍ଟ...

ପତ୍ନୀହନ୍ତାକୁ ଆଜୀବନ ଜେଲ ସହ ୧୦ ହଜାର ଟଙ୍କା ଜରିମାନା

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଧିକ ଯୌତୁକ ଦାବି କରି ବିବାହର ୧୪ ବର୍ଷ ପରେ ନିଜ ପତ୍ନୀକୁ ଶାବଳରେ ପିଟି ହତ୍ୟା କରିଥିବା ଧାମନଗର ଥାନା...

୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ନିମନ୍ତେ ଓଡିଶା ଦଳରେ ଭଦ୍ରକ ଜିଲ୍ଲାରୁ ହରିଶଙ୍କର

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତାମିଲନାଡୁର ଚେନ୍ନାଇ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେବାକୁ ଯାଉଥିବା ୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକରୁ...

ରାଜ୍ୟପାଳଙ୍କ ଦୁଇଦିନିଆ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତାକାଲି ମଙ୍ଗଳବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଭଦ୍ରକ ଆସିବାର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲା ପ୍ରଶାସନ ଚଳଚଂଚଳ...

ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ଭଦ୍ରକ ଜିଲା ପରିଦର୍ଶନ

0
ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ପୂର୍ବାହ୍ନରେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଭଦ୍ରକ ଜିଲା ପରିଦର୍ଶନରେ ଆସି ଜିଲାର (ୱାନ୍ ଷ୍ଟପ୍ ସେଂଟର) ସଖୀ...

ଧାମନଗର :ବୈତରଣୀ-କୋଚିଳା ବନ୍ୟା ବିପନ୍ନଙ୍କ ୩ ପଂଚାୟତ ଅଧିବାସୀଙ୍କ ମେଳି, ଘେରି ବନ୍ଧ ନିର୍ମାଣ...

0
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଳକର ତିନୋଟି ପଂଚାୟତ ହସନାବାଦ, ଅର୍ଜୁନପୁର ଏବଂ ପଧାନି ପଂଚାୟତ ର ଶତାଧିକ ବରିଷ୍ଠ ନାଗରିକଙ୍କ ସମେତ ସର୍ବଦଳୀୟ...

ଧୂଷୁରୀ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

0
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ସରକାର ୧୨ ଟି ନୂତନ ଏନଏସି ଗଠନ ଘୋଷଣା କରିଛନ୍ତି ।ଏଥିରେ ଧାମନଗର ବ୍ଳକର ଧୂଷୁରୀ କୁ ନୂଆ ଏନଏସି ଭାବେ...

ଭଣ୍ଡାରିପୋଖରୀ ଥାନା ପୋଡି ସ୍ମୃତି ସମାରୋହ

0
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭାରତୀୟ ସ୍ୱାଧୀନତା ସଂଗ୍ରାମର ଉଲ୍ଲେଖନୀୟ ଐତିହ୍ୟ ଭଣ୍ଡାରିପୋଖରୀ ଥାନା ପୋଡିର ୮୪ତମ ସ୍ମୃତି ସମାରୋହ ଥାନାଧିକାରୀ କମଳାକାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା...

ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ପାଳିତ, ଲଉଡ଼ି ଖେଳ, ନାଟକ କଂସ ବଧ,...

0
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ର ଟାଉନ ହଲ ଠାରେ ଗତକାଲି ଶନିବାର ସନ୍ଧ୍ୟା ୬ଘଟିକା ରେ ଜିଲ୍ଲା ଯୁବ ଯାଦବ ମହାସଭା ପାକ୍ଷରୁ ପବିତ୍ର ଜନ୍ମାଷ୍ଟମୀ...