Tag: Bhadrak News
ଟ୍ରେନ୍ ଦୁର୍ଘଟଣାରେ ମୃତୁବରଣ କରିଥିବା ସମାଜସେବୀ ହରିହର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ଗ୍ରାମ ରେ ବାହାନଗାଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ସମାଜସେବୀ...
ମିଳିତ ଜନ ଶୁଣାଣି ଓ ମହା ସମାଧାନ ଶିବିର
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଏକ ମିଳିତ ଜନ ଶୁଣାଣି ଓ ମହା ସମାଧାନ ଶିବିର ଅନୁଷ୍ଠିତ...
ଭଦ୍ରକରେ ‘ଜଲସା ସାଲାନା’ ପାଳିତ
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅହେମଦୀୟା ମୁସଲିମ୍ ଜମାତ୍ ଭଦ୍ରକ ଶାଖା ପକ୍ଷରୁ ଜଲସା ସାଲାନା(ବାର୍ଷିକ ସମ୍ମିଳନୀ) ହର୍ଷ ଉଲ୍ଲାସର ସହ ପାଳିତ ହୋଇ ଯାଇଛି ।...
ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ଅଶ୍ଳୀଳ ଫଟୋ ଓ ଆପତ୍ତିଜନକ ମନ୍ତବ୍ୟ, ଏସ୍ପିଙ୍କୁ ଅଭିଯୋଗ...
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଗତକାଲିଠାରୁ ପ୍ରସାରିତ ହେଉଥିବା ହିନ୍ଦୁଦେବାଦେବୀଙ୍କର ଅତ୍ୟନ୍ତ ଅଶ୍ଳୀଳଫଟୋ ଏବଂ ଆପତ୍ତିଜନକ ମନ୍ତବ୍ୟ ଯୋଗୁଁ ହିନ୍ଦୁ ସମାଜ ମଧ୍ୟରେ...
୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଭଦ୍ରକ ଗସ୍ତର ଦ୍ୱିତୀୟ ଦିନ, ଚାନ୍ଦବାଲି, ବାସୁଦେବପୁର,...
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର,...
ଭଦ୍ରକ ଜିଲ୍ଲାକୁ ୫-ଟି ସଚିବଙ୍କ ଦୁଇ ଦିନିଆ ଗସ୍ତ, ପ୍ରଥମ ଦିନ ଅପରାହ୍ଣ ରେ...
ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଗସ୍ତରେ ଆସି ରବିବାର ଅପରହଣ୍ରେ...
ପାଳିଆବିନ୍ଧା ବିଏନଏମଏଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷା ଫଳ ପ୍ରକାଶିତ, ରାଧାରାଣୀ ମହାଳିକ...
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ପାଳିଆବିନ୍ଧା ସ୍ଥିତ ବିଏନଏମଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି...
ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷା ଫଳ ପ୍ରକାଶିତ, ବର୍ଷା ପ୍ରିୟଦର୍ଶନୀ...
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା ପରୀକ୍ଷା ଫଳ ଗୁରୁବାର ଅପରାହ୍ନରେ ପ୍ରକାଶ ପାଇଛି । ଏହି...
ଜମିଜମାକୁ କେନ୍ଦ୍ର କରି ଗଣ୍ଡଗୋଳକୁ ନେଇ ୨୦ଜଣଙ୍କ ନାମରେ ମାମଲା
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ପୀରହାଟ ଥାନା ଅଧୀନ ଚାରିତରଫ ଗ୍ରାମରେ ଜମିରେ ବାଡ଼ ବସାଇବା ଓ ଉପାଡ଼ିବାକୁ ନେଇ ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ...
ପ୍ରଧାନମନ୍ତ୍ରୀ ସଡ଼କ ଉପରେ ଚଉଁରା ଉଚ୍ଛେଦ ଦାବିରେ ଗଣଧାରଣା
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡ଼ି ବ୍ଳକ ମହରମପୁର ପଞ୍ଚାୟତ ଅଧୀନ ତରାଶୁଣି (ଘଡ଼େଇସାହି)ରେ ପ୍ରଧାନମନ୍ତ୍ରୀ ସଡ଼କ ଉପରେ ନିର୍ମିତ ହୋଇଥିବା ଏକ ପୁରାତନ ଚଉଁରାକୁ...
ଚୋରା କୋଇଲା ବେଝେଇ ଟ୍ରକ ଜବତ, ୨ ଗିରଫ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାର ପୀରହାଟ ଥାନା ଅଧୀନ ସିନ୍ଦୋଳ ନିକଟରେ ଚୋରା କୋଇଲା ବେଝେଇ ଟ୍ରକକୁ ପୁଲିସ ଜବତ କରିବା ସହିତ ଗାଡ଼ି...
କ୍ଷତିପୂରଣ ରାଶି ଅପେକ୍ଷାରେ ପୀଡିତା
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାରିବର୍ଷ ପୂର୍ବେ ଟ୍ୟୁବୋକ୍ଟମି ବା ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କୁ ଯାବତୀୟ ସମସ୍ୟାର...
ଦିବଂଗତ ଦୁଇ ପାଲାଗାୟକଙ୍କ ପାଇଁ ଜିଲ୍ଲା ସଂସ୍କୃତି ବିଭାଗରେ ଶୋକସଭା
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିକଟରେ ଇହଧାମ ତ୍ୟାଗ କରିଥିବା ଭଦ୍ରକ ମାଟିର ଦୁଇ ବରିଷ୍ଠ ଏବଂ ବୟୋଜ୍ୟେଷ୍ଠ ସୁନାମଧନ୍ୟ ପାଲାଗାୟକ ବନ୍ତ ବ୍ଲକର ଗାୟକ ତପନ...
ଗଡ଼ିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶ୍ରମ ବିଭାଗ ସଂଯୋଜନାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି ।...
୩ ଟି କନିଷ୍ଠ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା...
ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ଯୁକ୍ତ ଦୁଇ କଳା ପରୀକ୍ଷା ଫଳରେ ଭଦ୍ରକ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟର ପାସ୍...
ଅମଲା ସଂଘ ଧର୍ମଘଟ ୮ଦିନରେ ପହଞ୍ôଚଲା, ରଜ ପୂର୍ବରୁ ଭତ୍ତା ମିଳିବା ନେଇ ଅନିଶ୍ଚିତତା
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ରାଜ୍ୟରେ ଅମଲା ସଂଘ ପକ୍ଷରୁ ଧର୍ମଘଟ ଜାରୀ ରହିଛି । ଏହି ଧର୍ମଘଟ ୮ଦିନରେ ପହଞ୍ôଚଛି । ତେବେ ଏହି...
ତିହିଡ଼ି ଅଲେଖ ମହିମା ମଠରୁ ଚୋରି ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ, ନଗଦ...
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଥିବା ଅଲେଖ ମହିମା ମଠରୁ ଗତ ଫେବୃୟାରୀ ୫ତାରିଖ ରାତିରେ...
ଜେଜେମା, ନାତି ଓ ନାତୁଣୀବୋହୂ ଶେଷରେ ଏକତ୍ରିତ ହେଲେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ...
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାରିବାରିକ କନ୍ଦଳର ଏକ ସଫଳ ଏବଂ ସ୍ଥାୟୀ ସମାଧାନ ସମ୍ଭବ ହୋଇପାରିଛି । ଅଭିଯୋଗ କାରିଣୀ ଜମ୍ବୁ ବେହେରା ବୟସ ୮୦...
ଗାୟତ୍ରୀ ମହାସଂଘର ପୁନର୍ଗଠନ ଓ ବକେୟା ଦରମା ପ୍ରଦାନ ପାଇଁ ଜିଲା ପ୍ରଶାସନର ଦ୍ୱାରସ୍ଥ
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାସଂଘର ପୁନର୍ଗଠନ ଓ ବକେୟା ଦରମା ପ୍ରଦାନକୁ ନେଇ ଯଶିପୁର ଗ୍ରାମପଞ୍ଚାୟତର ଗାୟତ୍ରୀ ମହାସଂଘର ସଦସ୍ୟମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି...
ଜିଲା ସଂସ୍କୃତି ଅଧିକାରିଣୀଙ୍କ ସ୍ୱେଚ୍ଛାଚାରିତା ବିରୁଦ୍ଧରେ ଅଭିଯୋଗ, ୭ ଦଫା ଦାବି ନେଇ ବାସୁଦେବପୁର...
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲା ସଂସ୍କୃତି ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବାସୁଦେବପୁର ବ୍ଲକ୍ର କଳାକାରମାନେ ୭ ଦଫା ଦାବିନେଇ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ...






















