Tag: Bhadrak News
ଟାଉନ୍ ହଲ ଛକରୁ ଭଦ୍ରକ କଲେଜ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) - ରାଜ୍ୟରେ ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗତ ୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ୩ୟ...
ସ୍କୁଲରୁ ପିଲାଙ୍କୁ ନେଇ ଫେରୁଥିବା ବେଳେ ଟାଟା ମ୍ୟାଜିକ ଦୁର୍ଘଟଣା ଗ୍ରସ୍ତ, ମେଡିକାଲରେ ଭର୍ତି...
ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୋଣ୍ଡା ଠାରେ ଥିବା ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ର ଏକ ଗାଡି ଛାତ୍ର ଛାତ୍ରୀ...
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ତରଫରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ଲିଗାଲ ଏଜୁକେଶନ ଡିପାର୍ଟମେଣ୍ଟରେ ମାନ୍ୟବର ସୁପ୍ରିମ କୋର୍ଟ,...
‘ସୁଭଦ୍ରା’ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ଉପଲବ୍ଧ ହେବ ଆବେଦନ ଫର୍ମ...
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସଶକ୍ତକରଣ ପାଇଁ ସରକାରଙ୍କ ଦ୍ୱାରା ଯୁଗାନ୍ତକାରୀ ପଦକ୍ଷେପ ରୂପେ ଆରମ୍ଭ କରାଯାଉଥିବା ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଭଦ୍ରକ ଜିଲ୍ଲା...
ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ...
ନାବାଳିକା ଅପହରଣ ଓ ଯୌନ ନିର୍ଯ୍ୟାତନାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନୈକା ନାବାଳିକା ଅପହରଣ ଓ ଯୌନ ନିର୍ଯ୍ୟାତନାକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଅନାଦେୟ...
ଧାମନଗର : ରାସ୍ତାରେ ଭାସୁଛି ଡ୍ରେନ୍ ଓ ପାଇଖାନା ଟାଙ୍କି ପାଣି, ଲୋକେ ହନ୍ତସନ୍ତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଏନଏସି ଅଧୀନସ୍ଥ ୯ନଂ ୱାର୍ଡରେ ଦୀର୍ଘଦିନ ହେବ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ସାହି ରାସ୍ତାରେ...
ଜରିପାଲ ତଳେ ବିତୁଛି ୪ ଜୀବନ, ଆବାସ ଯୋଜନା ସାତ ସପନ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୂଳେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ । ସେଥିପାଇଁ ତଦନ୍ତ କରାଯାଇ...
ଏମ୍ଏସ୍ଏମ୍ଇ ବିଭାଗରେ ସହକାରୀ ପରିଚାଳକ ସମୂହ ଅବହେଳିତ
ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏମ୍ଏସ୍ଏମ୍ଇ ବିଭାଗ ସରକାରଙ୍କ ଦ୍ୱିତୀୟ ବୃହତମ ଅର୍ଥନୀତି ତଥା ରୋଜଗାର ପ୍ରଦାନକାରୀ ବିଭାଗ ଅଟେ । କିନ୍ତୁ ପରିତାପର ବିଷୟ ବର୍ତମାନ...
ଚୁନିଦା ଯାଦବ ଭବନରେ ପବିତ୍ର ଜନ୍ମାଷ୍ଟମୀ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ସକାଳ ୧୦ଟା ସମୟରେ ଚୁନିଦାସ୍ଥିତ...
ବ୍ରିିଟିଶ ଅମଳର ଲୁହାପୋଲ ଉଚ୍ଚତା ହ୍ରାସ ଦାବି
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀରେ ଥିବା ପ୍ରାୟ ୨ ଶହ ବର୍ଷ ପୁରୁଣା ପୋଲର ଅନାବଶ୍ୟକ ଉଚ୍ଚତା କମାଇବାର ଆବଶ୍ୟକତାକୁ ଜଳସଂପଦ ବିଭାଗ...
ତିହିଡ଼ି ବ୍ଲକରେ ମିଳିତ ଜନାଭିଯୋଗ ଶୁଣାଣି ଶିବିର, ୧୨୫ଟି ଅଭିଯୋଗ ଆଗତ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟର ନୀଳମଣି ସଭାଗୃହରେ...
ମନ୍ତ୍ରୀଙ୍କୁ ଚିଠି ହୋଇନଥିବାରୁ ବାତିଲ ହେଲା ବ୍ଲକ୍ସ୍ତରୀୟ କୃଷି ପ୍ରଶିକ୍ଷଣ ଶିବିର, ବଦଳି ପରେ...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ କୃଷି ଓ କୃଷକ ସଶକ୍ତକରଣ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ‘ଡିଜିଟାଲ...
କୋଲକାତା ମେଡ଼ିକାଲ କଳେଜ ପୀଡ଼ିତାଙ୍କୁ ନ୍ୟାୟ ଦାବୀ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ଅଗଷ୍ଟ ୫ ତାରିଖରେ କୋଲକାତା ଆର. ଜି. କର ମେଡିକାଲ କଲେଜରେ ହୋଇଥିବା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟାକୁ...
ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ, ରାଜନୈତିକ ଦଳଙ୍କୁ ନେଇ ସଚେତନତା...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହୋଇଥିବା ଭୋଟର ତାଲିକାର...
ପ୍ରଫେଟ୍ ହଜରତ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ, ଭଦ୍ରକ ମୁସଲିମ୍ ଜମାତ ପକ୍ଷରୁ ଦାବିପତ୍ର...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଫେଟ ହଜରତ ମହମ୍ମଦଙ୍କ ବିରୋଧରେ କଟୁ ମନ୍ତବ୍ୟ ନେଇ ଭଦ୍ରକ ମୁସଲିମ୍ ଜମାତ, ଭଦ୍ରକ ର ସବୁ ମସ୍ଜିଦ ଗୁଡିକର ମୌଲାନା...
ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଭଦ୍ରକ ମୁସଲିମ ଜମାତର ପ୍ରସ୍ତୁତି ବୈଠକ
ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣାବଜାରସ୍ଥିତ ମଦିନା ମଇଦାନଠାରେ ସନ୍ଧ୍ୟା ୭ ଘଟିକା ସମୟରେ ପ୍ରଫେଟ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜଶ୍ନେ ଇଦ୍ ମିଲାଦୁନ୍...
ବଡ଼ ସରକାର ବାବାଙ୍କ ୧୦ମ ଉର୍ଷ-ଏ-କାଦ୍ରିୟା ର ପ୍ରସ୍ତୁତି ବୈଠକ
ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କାଦରୀ ବିରାଦରାନ ଆନୁକୂଲ୍ୟରୁ ପୁରୁଣା ବଜାର ସ୍ଥିତ ତାଜ ପେଲେସ ଠାରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ ହୋଇଥିଲା ।...
ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ...
ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି ଜନ୍ମାଷ୍ଟମୀ । ବିଶ୍ୱ ହିନ୍ଦୁ ପରିଷଦ, ଭଦ୍ରକ ପକ୍ଷରୁ ବହୁ ପୁରାତନ ଗାନ୍ଧୀ ପଡ଼ିଆ...
ପବିତ୍ର ଜନ୍ମାଷ୍ଟମୀରେ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ, ମଧ୍ୟରାତ୍ରରେ ପାଳନ ହେଲା କଂସ ମହିପାଳ...
ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଜନ୍ମାଷ୍ଟମୀ ନିତି ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଭଦ୍ରକର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ।...
























