Tag: Bhadrak News
ଗଗନ ବିହାରୀ ରାଉତଙ୍କ ପୁସ୍ତକ ‘ଜ୍ଞାନାଲୋକ’ ଲୋକାର୍ପିତ (ଫଟୋ ଅଛି)
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପାର ସାହିତ୍ୟ ସଂସ୍କୃତି ମଂଚ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପ୍ରବନ୍ଧ ପୁସ୍ତକ ‘ଜ୍ଞାନାଲୋକ’ ସାଳନ୍ଦୀ...
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ସଫଳତାରେ ଶ୍ୱେତାଶ୍ରୀ ଓ ସୌମ୍ୟରଂଜନ ଙ୍କୁ ଶୁଭେଚ୍ଛା
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାରେ ୬୮୩ ଜଣ କୃତକାର୍ଯ୍ୟରେ ବାସୁଦେବପୁର ସ୍ଥିତ ଉରୁଣିଆ ଗ୍ରାମର ନିବାସୀ ତଥା ଭଦ୍ରକ ଅପର୍ତିବିନ୍ଧା...
ଜିଲ୍ଲାପାଳ କଳ୍ପନା ଦେବୀ ଜରାନିବାସ ପରିଦର୍ଶନ କଲେ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଭଦ୍ରକ ସ୍ଥିତ ଦୈସିଂରେ ଥିବା ଜରାନିବାସ ପରିଦର୍ଶନ କରିଥିଲେ। ଜରାନିବାସର ସମସ୍ତ ଅନ୍ତେବାସୀଙ୍କ ସହିତ...
ପିଲାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଲେ ଜିଲାପାଳ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଅଧିକାଂଶ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ରୋଷେଇ ରେ ଅନିୟମିତତା ଓ ନିମ୍ନମାନର ହେଉଥିବାର...
ଧାମନଗର ବ୍ଲକରେ ମିଳିତ ଜନଶୁଣାଣି ଶିବିର, ୧୦୬ ଅଭିଯୋଗ ଶୁଣିଲେ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ପଂଚାୟତ ସମ୍ମିଳନୀ ଗୃହ ରେ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ...
ବାତ୍ୟା “ଦାନା” ପାଇଁ ସଜାଗ ପ୍ରଶାସନ, ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା, ବାତ୍ୟା ଆସିଲେ ସରକାରଙ୍କ...
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଶେଷଜ୍ଞ ମତ ପ୍ରକାଶ...
ଦାନା ବାନ୍ଧୁଛି ‘ଦାନା’, ଗତିପଥ ଚିତ୍ର ଅସ୍ପଷ୍ଟ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା...
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୂପ ନେବା ସୂଚନା କ୍ରମେ ଓଡ଼ିଶା ସରକାରଙ୍କ ମୁଖ୍ୟ...
ଜିଲ୍ଲା ପୁଲିସ ପକ୍ଷରୁ ୬୫ତମ ସହିଦ ଦିବସ ପାଳିତ
ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜିର ଦିନଟି ଭାରତବର୍ଷର ସମସ୍ତ ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଏକ ଗୌରବପୂର୍ଣ୍ଣ ଦିବସ। ଆଜିକୁ ଠିକ୍ ୬୫ ବର୍ଷ ତଳେ ୧୯୫୯...
ଖରିଫ୍ ୨୦୨୪-୨୫ ଧାନ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୪-୨୫ ବର୍ଷର ଖରିଫ ଋତୁରେ ଅମଳ ଧାନ କ୍ରୟ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍ଭାବନା ସଭାଗୃହରେ ଏକ ଜିଲ୍ଲା...
କାନ୍ଥପଡ଼ି ମୂଷି ମଲ୍ଲିକଙ୍କ ମୃତ୍ୟୁ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ବୋଡ଼କ ଗ୍ରାମ ପଂଚାୟତ ଅଧିନସ୍ଥ ଅଣ୍ଡରକ୍ଷଇ ଗ୍ରାମର ମୂଷି ମଲ୍ଲିକ ଶୋଇଥିବା ଅବସ୍ଥାରେ ହଠାତ୍...
ଧାମନଗର ର ଗର୍ବ ନିଉଟନ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାପା ପାନ ଦୋକାନୀ। ଆଉ ପୁଅ ଏବେ ମାଜିଷ୍ଟ୍ରେଟ ହେବ। ଏ ସବୁ କଥା ଜାଣିନଥିବା ଲୋକଟା ଆଜି ଏମିତି ଏକ...
ଆଖଣ୍ଡଳମଣିଙ୍କ ପୂଜକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ପାଇଲେ ଓଏସ
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ପୂଜକ ତଥା ବେଲପାହଡସ୍ଥିତ ବନ୍ଧବାହାଲ ଉଚ୍ଚ ବିଦ୍ଯାଳୟର ସଂସ୍କୃତ ଶିକ୍ଷକ ନିରଞ୍ଜନ ପତିଙ୍କ ଝିଅ...
ପୂର୍ବତନ ବିଧାୟକ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କ ୨୩ତମ ଶ୍ରାଦ୍ଧୋତ୍ସବ, ରତ୍ନାକରଙ୍କ ତ୍ୟାଗ ଓ ଆଦର୍ଶନ...
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳା, ସାହିତ୍ୟ, ସଂସ୍କୃତି ଓ ରାଜନୀତି କ୍ଷେତ୍ରରେ ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କୁ ପୂଜା କରିବା ଆମର କର୍ତବ୍ୟ। ଆଜି ପୂର୍ବତନ ବିଧାୟକ...
୪୨୦୯କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ ଜାତୀୟ ଜଳପଥ ୫, କାର୍ଯ୍ୟକାରୀ ହେଲେ ଉପକୃତ...
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାରେ ଜାତୀୟ ଜଳପଥ -୫ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଏବଂ ଓଡିଶା ରାଜ୍ୟ ସରକାର ଆଗଭର ହୋଇ ଉଠିଛନ୍ତି। ଏହା...
ଅସୁରକ୍ଷିତ ପରିବହନ ହେତୁ ଛାତ୍ର ଆଘାତର ସବିଶେଷ ତଥ୍ୟ ଖୋଜିଲା ଜାତୀୟ ମାନବାଧିକାର ଆୟୋଗ...
ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସୁରକ୍ଷିତ ପରିବହନ ହେତୁ ଏକ ଘଟଣାରେ ଆଘାତପ୍ରାପ୍ତ ଛାତ୍ରର ସବିଶେଷ ତଥ୍ୟ ଖୋଜିଛି ଜାତୀୟ ମାନବ ଅଧିକାର ଆୟୋଗ (ଏନଏଚଆରସି) ।...
ସ୍ୱର୍ଗତଃ ଅଜିତ୍ ଚାନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକା ଅଧୀନସ୍ଥ ୯ ନଂ ୱାର୍ଡର ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ଅମର...
ଧାମନଗର ବ୍ଲକ ପ୍ରଶାସନ ଆନୁକୂଲ୍ୟ ରେ ଏନ୍ଡିଆରଏଫ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ମକ୍ଡ୍ରିଲ
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ମହାବିଦ୍ୟାଳୟ ସନ୍ନିକଟ ପୋଖରି ରେ ଶନିବାର ଏନ୍ଡିଆରଏଫ ପକ୍ଷରୁ ଏକ ମକ୍ଡ୍ରିଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।...
ନବୀନ ସରକାରଙ୍କ ଅମଳର ମୁକ୍ତା ଯୋଜନା ବନ୍ଦ ହେବାକୁ ଯାଉଛି, ରାଜ୍ୟର ୬୨୦ କର୍ମଚାରୀଙ୍କ...
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟରେ ବିଜେଡି ସରକାରଙ୍କ ପତନ ପରେ ବିଜେପି ସରକାର କ୍ଷମତାକୁ ଆସିଛନ୍ତି। ତେବେ ସରକାର ବଦଳିବା ପରେ ନବୀନ ସରକାରଙ୍କ...
ଜିଲ୍ଲା ସ୍ତରୀୟ କବାଡ଼ି ଚୟନ ପ୍ରକିୟା ୨୭ ରେ ଅନୁଷ୍ଠିତ ହେବ
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ୍ ସଂଘ ତରଫରୁ ଆସନ୍ତା ଅକ୍ଟୋବର ୨୭...
ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିବା ପରେ ଚେତା ପଶିଲା ପ୍ରଶାସନର, ନିଯୁକ୍ତି ପାଇଲେ...
ଭଦ୍ରକ, ୧୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ର ବନ୍ଧଟିଆ ସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଗ୍ରାମବାସୀ...




















