Tag: Bhadrak News
କିନ୍ନରଙ୍କ ଭତା ବନ୍ଦକୁ ନେଇ ଭଦ୍ରକ ବ୍ଲକ୍ରେ ହଙ୍ଗାମା
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ପକ୍ଷରୁ କିନ୍ନର ମାନଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କୁ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତା ବଂଟନ କରାଯିବାର ବ୍ୟବସ୍ଥା ରହିଛି।...
ରାତିରେ ଶୋଇଥିବା ଅବସ୍ଥାରେ ଦୃର୍ବୁତଙ୍କ ଏସ୍ିଡ ମାଡରେ ଜଗବନ୍ଧୁ ଗୁରୁତର
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଘଟଣ ।ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ଉପରକୁ...
ତୀର୍ଥଯାତ୍ରୀ ବସ୍ର ପଛକୁ ପିଟିଲା କେଂଟନର, ୧୨ ଗୁରୁତର ଆହତଙ୍କ ମଧ୍ୟରୁ ୭ କଟକ...
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ଛତାବର ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ପଛରୁ କେଂଟନରଟିଏ ଧକ୍କାଦେବା ଫଳରେ ୧୨...
ଭଦ୍ରକର ବିଶିଷ୍ଟ ଜନନେତା, ପ୍ରାକ୍ତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ୩୫ତମ ଶୋକସଭା
ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସେ ମାଟି, ପାର୍ଟି ଓ ମଣିଷଙ୍କୁ ହୃଦୟରୁ ଭଲ ପାଉଥିଲେ। ବନ୍ୟା ପ୍ଲାବିତ ଧାମନଗର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି, ପ୍ରଗତି...
ଅସୁସ୍ଥ ବୃଷଭକୁ ସୁସ୍ଥ କରାଇ ଲୋକନାଥ ମନ୍ଦିରରେ ମହାଦେବଙ୍କ ନାମରେ ଛାଡିଲେ ଗୋସେବକ
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - କେତେକ ଗୋସେବକ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇପଡିଥିବା ଏକ ବୃଷଭକୁ ସୁସ୍ଥ କରାଇ ସହରର ପ୍ରତିଷ୍ଠିତ ଲୋକନାଥ ମନ୍ଦିରକୁ ଦାନ କରିଛନ୍ତି।...
ଭଦ୍ରକର ବିଭିନ୍ନ ସ୍ଥାନରେ ମହାଶିବରାତ୍ରୀ ପାଳିତ
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଶିବରାତ୍ରି ଜିଲାବ୍ୟାପି ବହୁ ଶୈବପୀଠମାନଙ୍କରେ ଭକ୍ତି ଓ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶେଷକରି ଓଡ଼ିଶାର ପ୍ରସିଦ୍ଧ...
ଆରଡି ଧାମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା , ବାବା ଆଖଣ୍ଡଳମଣି ପୀଠର ଉନ୍ନତି ପାଇଁ...
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ବାବା ଆଖଣ୍ଡଳମଣି ବିଜେ ଆରଡି ଧାମରେ ପବିତ୍ର ମହାଶିବରାତ୍ରୀ ମହୋତ୍ସବ ବଡ ଧୁମଧାମରେ ପାଳନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ...
ବରପଦା ଉପଖଣ୍ଡ ମେଡିକାଲ ରୋଗୀ କଲ୍ୟାଣ ସମିତି ବୈଠକରେ ବିଧାୟକଙ୍କ ଆଲୋଚନା
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପଦା ଉପ ଖଣ୍ଡ ମେଡ଼ିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରେ ସାମିଲ...
ଦୀର୍ଘଦିନ ପରେ ଦୋବଲ ପଂଚାୟତ କାର୍ଯ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ର ଦୋବଲ ପଂଚାୟତର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କରାଯାଇଛି। ସୋଧ...
ଭୋର ସାଢେ ୪ଟାରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଲା ମହାଦୀପ, ଲକ୍ଷାଧିକ ଭକ୍ତଙ୍କ ସମାଗମ,...
ଭଦ୍ରକ, ୨୭ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଜାଗରଯାତ୍ରା ପାଇଁ ଭକ୍ତମୟ ହୋଇ ଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତମାନଙ୍କର ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସମଗ୍ର...
କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍ ୨୦୨୫-୨୬ କୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନହିତକାରୀ...
ଭଦ୍ରକ, ୨୫ା୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୫-୨୬ ର କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍କୁ ନେଇ ଆଜି ଭଦ୍ରକ ସର୍କିଟ୍ ହାଉସ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।...
ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ, ୩ କୋଟି ୪୦ ଲକ୍ଷ ଟଙ୍କାର ସହାୟତା...
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ସହୀଦ ସ୍ମୃତି ଭବନ ଠାରେ ଜିଲା ପ୍ରଶାସନ ଏବଂ ଜିଲା ଶ୍ରମ କାର୍ଯ୍ୟାଳୟ, ଭଦ୍ରକ ପକ୍ଷରୁ ‘ଜିଲାସ୍ତରୀୟ ନିର୍ମାଣ...
‘ଗୌରୀପ୍ରଭା’ର ଦ୍ୱିତୀୟ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ପ୍ରତିଭା ସମ୍ମାନ ପ୍ରଦାନ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ଥାନୀୟ ସଂସ୍କୃତି ଭବନଠାରେ ବାର୍ଷିକ ସାହିତ୍ୟ ପତ୍ରିକା ‘ଗୌରୀପ୍ରଭା'ର ଦ୍ୱିତୀୟ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। 'ପ୍ରେମପୃଥିବୀ'ର ପ୍ରତିଷ୍ଠାତା ସଂପାଦକ କୈଳାସ ଚନ୍ଦ୍ର...
ଧାମନଗର – ଫଳପୁର ପ୍ରଧାନମନ୍ତ୍ରୀ ସଡ଼କ ରେ ନାଳ, କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ,...
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ବିଭିନ୍ନ ଗ୍ରାମ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇ ପଡିଚି । କେବଳ ପିଚୁ ଓ ମରା...
ଚାନ୍ଦବାଲିର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟଙ୍କ ଭିଡ଼ିଓ ଭାଇରାଲ, ପ୍ରତିବାଦରେ ବିଜେପି ପକ୍ଷରୁ ସାମ୍ବାଦିକ...
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେଡି ଜିଲାପରିଷଦ ସଦସ୍ୟ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରତିନିଧି ରଞ୍ଜନ ସାହୁଙ୍କ ଅଶୀଳ ନୃତ୍ୟ ଭିଡ଼ିଓ ସୋସିଆଲ ମିଡିଆରେ...
ମଦରସା ଜାମିଆ ସାଦିକିଆର ବାର୍ଷିକ ଉତ୍ସବ, ଜସନେ ଦସ୍ତାରବନ୍ଦୀ ଉତ୍ସବ
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଆରଏମସି ରୋଡ ସ୍ଥିତ ଗୌସିଆ ନଗର ଠାରେ ମଦରସା ଜାମିଆ ସାଦିକିଆ ହବିବିୟା ର ତୃତୀୟ ବାର୍ଷିକ ଉତ୍ସବରେ "ଜସନେ...
ଜାଗରଯାତ୍ରା ପାଇଁ ଚଳଚଂଚଳ ଆଖଣ୍ଡଳମଣିପୀଠ, ରାତ୍ର ୧ଟାରେ ସୁନାବେଶ ; ଭୋର ୪ଟା୩୦ରେ ମନ୍ଦିରଚୁଡାକୁ...
ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରସିଦ୍ଧ ଜାଖରଯାତ୍ରା ପାଇଁ ଚଳଚଂଚଳ ହୋଇପଡିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ମଙ୍ଗଳବାର ରୀତିନୀତି ଅନୁଯାୟୀ ଏକବାର ନୀତି ସମ୍ପନ୍ନ ହୋଇଛି।...
କାନ୍ତକବିଙ୍କ ପୂଣ୍ୟ ତିଥିରେ ଜିଲ୍ଲାପାଳଙ୍କ ଦ୍ୱାରା ମାଲ୍ୟାର୍ପଣ କାର୍ଯ୍ୟକ୍ରମ
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରସ୍ୱତ ଦୁନିଆରେ ପ୍ରାତଃ ସ୍ମରଣୀୟ ଭଦ୍ରକ ମାଟିର ଗର୍ବ ଗୌରବ, ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀଧର...
ଜିଲ୍ଲାସ୍ତରୀୟ “କିଷାନ ସମ୍ମାନ ସମାରୋହ” ଦିବସ ପାଳିତ, ଜିଲ୍ଲାର ୧ ଲକ୍ଷ ୫୯ ହଜାର...
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପି.ଏମ୍. କିଷାନ୍ ଯୋଜନାରେ ୧୯ ତମ କିସ୍ତି ହସ୍ତାନ୍ତର କରାଯିବା ଅବସରରେ ଭଦ୍ରକ ଜିଲ୍ଲାସ୍ତରୀୟ କିଷାନ...
ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆଖଣ୍ଡଳମଣିପୀଠ, ଆଜି ଏକବାର ; କାଲି ଜାଗର
ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି(ମଙ୍ଗଳବାର) ମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଏକବାରନୀତି, ଭୋର ୪ଦ୩୦ରେ...
























