Home Tags Bhadrak News

Tag: Bhadrak News

ଆଖୁଆପଦା ଠାରେ ବୈତରଣୀ ନଦୀର ଜଳ ବିପଦ ସଂକେତ ତଳେ ପବ୍ରାହିତ, ଭଦ୍ରକ ଜିଲ୍ଲାରେ...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ । ବୈତରଣୀ...

ଓଏଏସ୍ ସଂଘର ସମୂହ ଛୁଟି ଯୋଗୁ ଚାନ୍ଦବାଲି ବ୍ଲକ ଓ ତହସିଲ ଅଫିସରେ କାମ...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତଙ୍କୁ ମାଡ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଓଏଏସ ସଂଘର ପ୍ରତିବାଦ ଜାରି ରହିଛି ।...

ଆଦାନୀ-ଇସ୍କନ ରୋଷଶାଳା, ଶୁଦ୍ଧ ଦେଶୀ ଘିଅ ଓ ପାରମ୍ପରିକ ମସଲାରେ ପ୍ରସ୍ତୁତ ହେଉଛି ଅନ୍ନ...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୀ ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ପୂର୍ବ ଭାରତର ଆସ୍ଥା, ସେବା ଏବଂ ସମର୍ପଣର ପ୍ରତୀକ ।...

ଏବିଭିପି ପକ୍ଷରୁ ନଗର ବୈଠକ, ଛାତ୍ର ସଂସଦ ନିର୍ବାଚନ ଓ ସଦସ୍ୟତାକୁ ଗୁରୁତ୍ୱ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ନଗର ପକ୍ଷରୁ ସହରର ବାବା ଲୋକନାଥ ମନ୍ଦିର ପରିସରରେ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଭଦ୍ରକ ରୋଟାରୀ କ୍ଳବ୍‌ର ବିଭିନ୍ନ କାର୍ଯ୍ୟକ୍ରମ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରୋଟାରୀ ବର୍ଷର ପ୍ରଥମ ଦିବସରେ ରୋଟାରୀ କ୍ଳବ୍ ଭଦ୍ରକ ର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଳବ୍ ସଭାପତି ରୋ ନାସିର...

ଆଇଏମଏ ପକ୍ଷରୁ ଡକ୍ଟରସ୍ ଡେ ପାଳିତ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ଚିକିତ୍ସକ ସଂଘ ( ଆଇଏମଏ)ଭଦ୍ରକ ଶାଖା ପକ୍ଷରୁ ଡକ୍ଟରସ୍ ଡେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପାଳିତ...

ପୋକରା ଚାଉଳକୁ ବିରୋଧ କରିବାରୁ ସ୍ୱୟଂସହାୟିକା ଗୋଷ୍ଠୀ ସମ୍ପାଦିକାଙ୍କ ତୁମୁଳକାଣ୍ଡ

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୨୯ ଜଣ ଛାତ୍ରଛାତ୍ରୀଙ୍କୁ ପୋକରା ଓ ନଷ୍ଟ ହୋଇଯାଇଥିବା ଚାଉଳକୁ ରାନ୍ଧିବାବେଳେ ପ୍ରଧାନଶିକ୍ଷକ...

କମୁଛି ବୈତରଣୀ ବଢୁଛି ସାଳନ୍ଦ ନଦୀର ଜଳସ୍ତର, ୩ଦିନ ହେଲା ତଳିଆ ଅଂଚଳରେ ଶହଶହ...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପରମୁଣ୍ଡରେ ବର୍ଷା କମିଥିବାରୁ ତଳମୁଣ୍ଡରେ ଅର୍ଥାତ ଆରଡି ସମେତ ଆଖପାଖ ଓଳଗ, ସୁନ୍ଦରପୁର, ଦୋହରା, ପାଲଟପୁର, ମୁଆଁ, ଶୀତଳପୁର ଆଦି ଅଂଚଳ...

ବନ୍ୟା ପାଣି ପଶିଥିବା ବିଭିନ୍ନ ୱାର୍ଡ ଓ ପଂଚାୟତ ବୁଲି ସ୍ଥିତି ସମୀକ୍ଷା କଲେ...

0
ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଲଗାଣ ବର୍ଷା ଯୋଗୁଁ ସାଳନ୍ଦୀ ନଦୀରେ ବନ୍ୟା ଆସି ଭଦ୍ରକ ଅଂଚଳର ବହୁ ଜନଜୀବନ ଅତ୍ୟନ୍ତ ଭାବେ ପ୍ରଭାବିତ ହୋଇଛି।ଭଦ୍ରକ ନିର୍ବାଚନ...

ବିଜେଡିର ସାମ୍ବାଦିକ ସମ୍ମିଳନୀ, ବ୍ଲକ ବାହାରକୁ ଶିକ୍ଷକ ବଦଳି ହେଲେ ରାଜରାସ୍ତାକୁକୁ ଓହ୍ଲାଇବ ବିଜେଡି

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ବିଜେଡି କାର୍ଯ୍ୟାଳୟ ରେ ଦିବା ୧୨ ଘଟିକା ସମୟରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୋବଲ ଶାଖା ପକ୍ଷରୁ ୭୦ ତମ ପ୍ରତିଷ୍ଠା...

ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା ଯୋଜନାର ପରିପୂର୍ତୀ ଅଭିଯାନ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଲିଡ୍ ବ୍ୟାଙ୍କ୍ ଅଫିସ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ଜନସୁରକ୍ଷା...

୫ ଶହ ବର୍ଷର ଚୈତନ୍ୟଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ ଛେଦନ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତ ଜୟନ୍ତରା ସ୍ଥିତ ଗୌରାଙ୍ଗପୁର ମଠରେ ଚୈତନ୍ୟ ଦେବଙ୍କ ବିଗ୍ରହ ନିର୍ମାଣ ପାଇଁ ଦାରୁ...

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବୈତରଣୀ କୂଳରେ ବିଧାୟକ ସଂଜୀବ୍ ମଲ୍ଲିକ, ପ୍ରଶାସନିକ ପଦାଧିକାରୀଙ୍କ...

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତଳ ମୁଣ୍ଡରେ ନଦୀରେ ବୃଦ୍ଧି ପାଉଛି ଜଳସ୍ତର, ଫୁଲୁଛି ନଦୀ ବଢୁଛି ବିପଦ ।...

ଜାତୀୟ ତାଏକ୍ୱୋଣ୍ଡୋ ଚମ୍ପିୟନସିପ୍‌, ୨୮ ପଦକ ସହ ଓଡିଶା ଚତୁର୍ଥ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ‘ତାଏକ୍ୱୋଣ୍ଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ' ଆନୁକୂଲ୍ୟରେ, ଦେବଭୂମି ଉତରାଖଣ୍ଡ ରାଜ୍ୟ ଅନ୍ତର୍ଗତ ହରିଦ୍ୱାର ସ୍ଥିତ ‘ବନ୍ଦନା କଟାରିଆ ଷ୍ଟାଡିୟମ'ରେ ଆୟୋଜିତ ତ୍ରିଦିବସୀୟ...

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଭଦ୍ରକ ଓ.ଏ.ଏସ୍‌. ସଂଘ ପକ୍ଷରୁ ତୀବ୍ର ନିନ୍ଦା

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାନଗର ନିଗମ (ବି. ଏମ. ସି.) କାର୍ଯ୍ୟାଳୟ ଠାରେ ସୋମବାର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମପରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ...

ବୈତରଣୀ ନଦୀରେ ପ୍ରଥମ ବନ୍ୟାପାଣି, ତଳିଆ ଅଂଚଳରେ ଶହଶହ ହେକ୍ଟର ଚାଷଜମି, ବନ୍ୟାପାଣି ବୁଡିଲା...

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଉପରମୁଣ୍ଡରେ ଲଗାଣ ବର୍ଷାରେ ତଳ ମୁଣ୍ଡରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍‌ଯାପାଣିରେ ଆରଡି...

ବୈତରଣୀ ନଦୀରେ ବନ୍ୟା, ପ୍ରଶାସନ ଅବହେଳାରୁ ବୁଡ଼ି ରହିଛି ବୋଟ୍‌, ବୋଟ୍ ଡ୍ରାଇଭରଙ୍କୁ ବିଭାଗୀୟ...

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏକ ସପ୍ତାହ ହେବ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଚାଷଜମି ରେ ବର୍ଷାଜଳ ଥିବାବେଳେ ଚାଷ କାର୍ଯ୍ୟ ହୋଇ ପାରିନଥିବା ବେଳେ...

ଉତ୍କଟ ଶବ୍ଦ କରୁଥିବା ବୁଲେଟ୍ ସାଇଲେନ୍ସର ଖୋଲିଲା ପୁଲିସ୍

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ କିଛିମାସ ଧରି ଭଦ୍ରକ ଜିଲାରେ ବହୁ ଅସାମାଜିକ ଯୁବକ ବୁଲେଟ୍ ମାନଙ୍କରେ ଉତ୍କଟ ଶବ୍ଦ କରୁଥିବା ସାଇଲେନ୍ସର ଲଗାଇ ପରିବେଶକୁ...

୨୯.୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ୨ ଗିରଫ

0
ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ଓଡ଼ିଶାରେ ଚୋରା ବ୍ରାଉନସୁଗାର ପେଣ୍ଠ ଭାବେ ଭଦ୍ରକ ବେଶ୍ ଜଣାଶୁଣା। ଏଠାରେ ପୁଲିସ୍ ଠାରୁ ଆରମ୍ଭ କରି କେନ୍ଦ୍ର ଅବକାରୀ...