Tag: bdk news
ଅଜଣା ଗାଡି ଧକ୍କାରେ ବ୍ରିଜ୍ ତଳୁ ଖସିପଡି ଦମ୍ପତି ଗୁରୁତର,ଏନଏଚ ଉପରେ ଚାଲିଗଲା ୩...
ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସକାଳେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥର ଡାହାଣୀଗଡିଆ ଓଭରବ୍ରିଜ୍ ଉପରେ ଘଟିଛି ଏକ ମର୍ମନ୍ତୁଦ ସଡକ...
ଧାମନଗର ଯାଦବ ସଂଘ ପକ୍ଷରୁ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଆର୍ôଥକ ସହାୟତା
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘୋଇଇ କମ୍ପାନୀରେ କାର୍ଯ୍ୟରତ...
ଚନ୍ଦନୀପାଳ ବେଳାଭୂମିରେ ପୁଲିସ ଜନତାଙ୍କ ମଧ୍ୟରେ ସଦଭାବନା ପାଇଁ ଉପକୂଳ ସହଭାଗିତା କାଯ୍ୟର୍କ୍ରମ
ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରାରେ ସୁଦୀର୍ଘ ୫୮ କି.ମି ଉପକୂଳ ଅଂଚଳ ଥିବାବେଳେ ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ,ସାଧାରଣ ଜନତା...
ବୁଡୋକପାଟଣାରେ ସମ୍ବିଧାନ ଦିବସ
ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାବା ସାହେବ ହରିଶାନ୍ତି ପରିବାର ଟ୍ରଷ୍ଟ ବୁଦ୍ଧବିହାର ଭଦ୍ରକ ଜିଲ୍ଲା ଓଡଙ୍ଗ ପଞ୍ଚାୟତ ବୁଡୋକପାଟଣା ଠାରେ ୭୯ ତମ ସମ୍ବିଧାନ ଦିବସ...
ଓ ଏଫ୍ ଏସ ପରୀକ୍ଷାରେ ସତ୍ୟଶିବମ୍ଙ୍କ ସଫଳତା
ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ଗ୍ରାମର ସତ୍ୟଶିବମ ମହାନ୍ତି ଓପିଏସ୍ସି ପରିଚାଳିତ ଓଏଫ୍ଏସ ପରୀକ୍ଷାରେ ୬୮ ର୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।...
ଚରମ୍ପାରୁ ଲୁଟ୍ ହୋଇଥିବା ସୁନାକୁ ଜବତ କଲା ପୁଲିସ୍ ,ନାବାଳକ ଅଟକ, ମୁଖ୍ୟ ଅଭିଯୁକ୍ତ...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତ ୧୦ ତାରିଖ ଦିନ ଭଦ୍ରକର ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ ଚରମ୍ପା ବଜାରର ଏକ ଜଳଖିଆ ଦୋକାନରୁ ଖାଉଥିବା ଦମ୍ପତିଙ୍କର...
ସରମରାରେ ଅଗ୍ନିକାଣ୍ଡ,୧୦ ଲକ୍ଷ ଟଙ୍କାର ସମ୍ପତି ନଷ୍ଟ, ବିପନ୍ନଙ୍କୁ ସହାୟତା କଲେ ପୂର୍ବତନ ମନ୍ତ୍ରୀ...
ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ତହସିଲ୍ ଅଧିନ ଓଡଙ୍ଗ ପଂଚାୟତ ସରମରା ଗ୍ରାମରେ ଶନିବାର ବିଳମ୍ବିତ ରାତ୍ରରେ ଅଗି୍ନକାଣ୍ଡ ଘଟି ୧୦ ଲକ୍ଷରୁ...











